Tu Mo Pasandara Jhia Tie
Song » Tu Mo Pasandara Jhia Tie •
Singer » Sabisesh Mishra •
Singer » Soujanya Ratha •
Music » Er. Ajay Kumar •
Lyrics » Er. Ajay Kumar •
Tu Mo Pasandara Jhia Tie Lyrics In Odia
°•. First Line .•°
ପୁ – ମୁଁ ଯାହା ଯାହା ଭାବୁଥାଏ
ତୋ ମନ ସବୁ ବୁଝିନିଏ
ମୁଁ ଯାହା ଯାହା ଚାହୁଁଥାଏ
ତୋ ଓଠ ସବୁ କହିଦିଏ
ଝି – ଦୁନିଆ ଭିଡରେ ତୁ ଏକା ନିଜର
ଲାଗୁଚୁ ମୋତେ ତୁ ନିଜଠୁ ନିଜର
ତୁ ଥିଲେ ପାଖେ ଖୁସିରେ ମୋ ଦିନ କଟିଯାଏ
ତୁ ମୋ ପସନ୍ଦର ପୁଅ ଟିଏ
ପୁ – ତୁ ମୋ ପସନ୍ଦର ଝିଅ ଟିଏ
ଝି – ତୁ ମୋ ପସନ୍ଦର ପୁଅ ଟିଏ
ପୁ – ତୁ ମୋ ପସନ୍ଦର ଝିଅ ଟିଏ
°•. Second Line .•°
ପୁ – ଅଳତା ପାଦରେ ନାଇ
କଜଳ ଆଖିରେ ନାଇ
ଲାଜେ ଲାଜେ ଚାହୁଁ ତୁ ମୋତେ ଖାଲି
ମୋ ଦିୱାନି ହେଇ ହାଁ ମୋ ଦିୱାନି ହେଇ
ଝି – ହଜାରେ ମହକ କାଇଁ
ବୋଳିଲୁ ମୋ ଦେହେ ଛୁଇଁ
ଖୋଜି ଖୋଜି ତୋତେ ତୋତେ ହଁ ମଲା
ମୁଁ ଦିୱାନି ହେଇ ହାଏ ମୁଁ ଦିୱାନି ହେଇ
ପୁ – ମନରେ ଦେଇଚୁ ଏମିତି ବିଶ୍ୱାସ
ଦେହରେ ରହିଚୁ ହେଇ ମୋ ନିଶ୍ୱାସ
ତୁ ଥିଲେ ପାଖେ ଜହାରେ ବାଜି କୁ ଜିତି ମୁଁ ଯାଏ
ତୁ ମୋ ପସନ୍ଦର ଝିଅ ଟିଏ
ଝି – ତୁ ମୋ ପସନ୍ଦର ପୁଅ ଟିଏ
ପୁ – ତୁ ମୋ ପସନ୍ଦର ଝିଅ ଟିଏ
ଝି – ତୁ ମୋ ପସନ୍ଦର ପୁଅ ଟିଏ
°•. Third Line .•°
ଝି – ତୋ ପ୍ରେମର ଅସଂଖ୍ଯ ଚିହ୍ନ
ମନରେ ପାଇଚି ସ୍ଥାନ
ଝୁରି ହୁଏ ତୋତେ ତୁ ଟିକେ ନଥିଲେ
ମୋ ଅବୁଝା ମନ ହଁ ମୋ ଅବୁଝା ମନ
ପୁ – ତୁ କୁଆଁରୀ ଅଳସୀ ମନ
ରଜ ଦୋଳି ଖିଲି ପାନ
ମୋତେ ବାସେ ଖାଲି ପ୍ରେମ ପ୍ରେମ ଆଜି
ଲାଗେ ସୀମା ହୀନ ହାଁ ଲାଗେ ସୀମା ହୀନ
ଝି – ଜୀବନେ ଭରିଚୁ ପ୍ରେମର କିରଣ
ହେଇଚୁ ମୋର ତୁ ଖୁସିର କାରଣ
ତୁ ପାଖେ ଥିଲେ ସବୁ ଅଛି ମୋର ମାନି ମୁଁ ନିଏ
ତୁ ମୋ ପସନ୍ଦର ପୁଅ ଟିଏ
ପୁ – ତୁ ମୋ ପସନ୍ଦର ଝିଅ ଟିଏ
ଝି – ତୁ ମୋ ପସନ୍ଦର ପୁଅ ଟିଏ
ପୁ – ତୁ ମୋ ପସନ୍ଦର ଝିଅ ଟିଏ
ଝି – ତୁ ମୋ ପସନ୍ଦର ପୁଅ ଟିଏ
ପୁ – ତୁ ମୋ ପସନ୍ଦର ଝିଅ ଟିଏ
°•. End .•°
Posted By – OdiaLyrics.Com™