Tu Besi Mane Paduchu
Song » Tu Besi Mane Paduchu •
Singer » Humane Sagar •
Music » Roshan Sahara •
Lyrics » Sunil Maharana •
Tu Besi Mane Paduchu Lyrics In Odia
°•. First Line .•°
ଖୋଜୁଚି ତୋତେ ହୃଦୟ ମୋର
କୁଆଡେ ଗଲୁ ଲୋ ଚାଲି
ଛାତିରେ ତୋତେ ସାଇତି ଥିଲି
କେମିତି ଗଲୁ ଲୋ ଭୁଲି
ଖୋଜୁଚି ତୋତେ ହୃଦୟ ମୋର
କୁଆଡେ ଗଲୁ ଲୋ ଚାଲି
ଛାତିରେ ତୋତେ ସାଇତି ଥିଲି
କେମିତି ଗଲୁ ଲୋ ଭୁଲି
କୁଆଡେ ଗଲୁ ମୋ ପାଗେଳି
କେମିତି ଗଲୁ ତୁ ବଦଳି
କୁଆଡେ ଗଲୁ ପଗେଳି
କେମିତି ଗଲୁ ବଦଳି
ଝୁରୁଚି ଲୋ ତୋତେ ମୁଁ
ଏ ଧନ ଫେରିଆ ତୁ
ମୋ ଧନ ଫେରିଆ ତୁ
ତୁ ବେଶି ମନେ ପଡୁଚୁ
ଏ ଧନ ଫେରିଆ ତୁ
ମୋ ଧନ ଫେରିଆ ତୁ
ତୁ ବେଶି ମନେ ପଡୁଚୁ
°•. Second Line .•°
ତୋତେ ମନ ଦେଇଥିଲି
ଥିଲୁ ତୁ ଜୀବନ ମୋର
କେମିତି କାଢିଲୁ ମୋତେ ମନରୁ ତୋର
ଏତେ ଭଲ ପାଇଥିଲି
ଦେଲୁ ଦୁଃଖ ଉପହାର
ଛଡେଇ ନେଲୁ ତୁ ସବୁ ଖୁସିକୁ ମୋର
ଭାଙ୍ଗି ତୁ ଦେଲୁ ମୋ ହୃଦୟ
ହେଇଗଲୁ ତୁ ଏତେ ନିର୍ଦୟ
ଭାଙ୍ଗି ଦେଲୁ ମୋ ହୃଦୟ
ହେଇଗଲୁ ଲୋ ନିର୍ଦୟ
ମରୁଚି ଲୋ ନିତି ମୁଁ
ଏ ଧନ ଫେରିଆ ତୁ
ମୋ ଧନ ଫେରିଆ ତୁ
ତୁ ବେଶି ମନେ ପଡୁଚୁ
ଏ ଧନ ଫେରିଆ ତୁ
ମୋ ଧନ ଫେରିଆ ତୁ
ତୁ ବେଶି ମନେ ପଡୁଚୁ
°•. Third Line .•°
କଥା ଥିଲା ତୋର ମୋର
ବଞ୍ଚିବା ଏକାଠି ହେଇ
ଅଧା ବାଟେ ଏକା କରି ଗଲୁ ଦୁରେଇ
କଉ ଭୁଲ୍ ଥିଲା ମୋର
ଗଲୁ ମୋତେ ଲୁହ ଦେଇ
କି ଖୁସି ତୁ ପାଇଲୁ ଲୋ ମୋତେ କନ୍ଦେଇ
କଉଠି ତୁ ଅଛୁ ଲୋ ସାଥି
ଜାଳୁଚି ମୋତେ ଲୋ ତୋ ସ୍ମୃତି
କଉଠି ଅଛୁ ଲୋ ସାଥି
ଜାଳୁଚି ମୋତେ ତୋ ସ୍ମୃତି
ଭୁଲି ପାରୁନି ଲୋ ମୁଁ
ଏ ଧନ ଫେରିଆ ତୁ
ମୋ ଧନ ଫେରିଆ ତୁ
ତୁ ବେଶି ମନେ ପଡୁଚୁ
ଏ ଧନ ଫେରିଆ ତୁ
ମୋ ଧନ…
ତୁ ବେଶି ମନେ ପଡୁଚୁ
°•. End .•°
Posted By – OdiaLyrics.Com™