To Premare Thila Kete Chhalana

Song » To Premare Thila Kete Chhalana •
Singer » Udit Narayan •
Music » Chandan Kumar •
Lyrics » Bibhuti Swain •

To Premare Thila Kete Chhalana Lyrics In Odia

°•. First Line .•°

ତୋ ପ୍ରେମରେ ଥିଲା କେତେ ଛଳନା
ମୋ ଠାରୁ ଆଉ କିଏ ବେଶି ଜାଣିବ
ତୋ କଥାରେ ଥିଲା କେତେ ବାହାନା
ମୋ ଠାରୁ ଆଉ କିଏ ବେଶି ଜାଣିବ
ସେଇ କଥା ଆଜି କହିଦେବି ଯଦି
ସେଇ କଥା ଆଜି କହିଦେବି ଯଦି
ମୋ ପ୍ରେମରେ କଳଙ୍କ ଲାଗିବ
ତୋ ପ୍ରେମରେ ଥିଲା କେତେ ଛଳନା
ମୋ ଠାରୁ ଆଉ କିଏ ବେଶି ଜାଣିବ
ମୋ ଠାରୁ ଆଉ କିଏ ବେଶି ଜାଣିବ

°•. Second Line .•°

ମୋ ଭିତରେ ମୁଁ ଆଉ ନାହିଁ
ଯେବେଠୁ ତୋତେ ଭଲ ପାଇଚି
ତୁ ଭୁଲିଲୁ ମୁଁ ଭୁଲି ନାହିଁ
ମୋ ଭଲ ପାଇବା ସେମିତି ଅଛି
ମୋ ଭିତରେ ମୁଁ ଆଉ ନାହିଁ
ଯେବେଠୁ ତୋତେ ଭଲ ପାଇଚି
ତୁ ଭୁଲିଲୁ ମୁଁ ଭୁଲି ନାହିଁ
ମୋ ଭଲ ପାଇବା ସେମିତି ଅଛି
ତୋ ହସରେ ଥିଲା ବିଷ ଝରଣା
ମୋ ଠାରୁ ଆଉ କିଏ ବେଶି ଜାଣିବ
ତୋ ଲୁହରେ ଥିଲା ମିଛ କାନ୍ଦଣା
ମୋ ଠାରୁ ଆଉ କିଏ ବେଶି ଜାଣିବ
ସେଇ କଥା ଆଜି କହିଦେବି ଯଦି
ସେଇ କଥା ଆଜି କହିଦେବି ଯଦି
ମୋ ପ୍ରେମରେ କଳଙ୍କ ଲାଗିବ
ତୋ ପ୍ରେମରେ ଥିଲା କେତେ ଛଳନା
ମୋ ଠାରୁ ଆଉ କିଏ ବେଶି ଜାଣିବ
ମୋ ଠାରୁ ଆଉ କିଏ ବେଶି ଜାଣିବ

°•. Third Line .•°

ମୁଁ ଜାଣିଚି ତୁ ଗଲା ପରେ
ଦୁଃଖରେ ତୋର ଦିନ ସରିବ
ତୋ ଉପରେ ମୋ ପ୍ରେମ ଅଛି
ଖୁସିରେ ତୋର ରାତି ବିତିବ
ମୁଁ ଜାଣିଚି ତୁ ଗଲା ପରେ
ଦୁଃଖରେ ତୋର ଦିନ ସରିବ
ତୋ ଉପରେ ମୋ ପ୍ରେମ ଅଛି
ଖୁସିରେ ତୋର ରାତି ବିତିବ
ମରିଚିକା ଥିଲା ତୋ ଆଖିରେ
ମୋ ଠାରୁ ଆଉ କିଏ ବେଶି ଜାଣିବ
ଅଭିନୟ ଥିଲା ତୋ ଓଠରେ
ମୋ ଠାରୁ ଆଉ କିଏ ବେଶି ଜାଣିବ
ସେଇ କଥା ଆଜି କହିଦେବି ଯଦି
ସେଇ କଥା ଆଜି କହିଦେବି ଯଦି
ମୋ ପ୍ରେମରେ କଳଙ୍କ ଲାଗିବ

°•. End .•°

Posted By – OdiaLyrics.Com™

Post Comment