To Kana Jhumka
Song » To Kana Jhumka •
Singer » Chiragdeep •
Singer » Smaranika •
Music » Kumar Pradip •
Lyrics » Susant Behera •
To Kana Jhumka Lyrics
°•. First Line .•°
ପୁ – ଝୁମକା ଆଲୋ ଝୁମକା
ମୋତେ ପାଗଳ କଲା ତୋ କାନ ଝୁମକା
ଝୁମକା ଆଲୋ ଝୁମକା
ମୋତେ ପାଗଳ କଲା ତୋ କାନ ଝୁମକା
ଝି – ଝୁମକା ହାଏ ଝୁମକା
ତୋତେ ପାଗଳ କରିଚି ମୋ କାନ ଝୁମକା
ଝୁମକା ହାଏ ଝୁମକା
ତୋତେ ପାଗଳ କରିଚି କାନ ଝୁମକା
ପୁ – ତୋ ଗାଲରେ ବାଜି ହୁଏ ଝମ୍ ଝମ୍
ମୋ ଛାତିରେ ବାଜେ ଗୀତ ସରଗମ୍
ତୋ ଗାଲରେ ବାଜି ହୁଏ ଝମ୍ ଝମ୍
ମୋ ଛାତିରେ ବାଜେ ଗୀତ ସରଗମ୍
ମୁଁ ଗୋଟେ ପ୍ରେମ ରୋଗୀ ତୁ ବଟିକା
ଝୁମକା ଆଲୋ ଝୁମକା
ମୋତେ ପାଗଳ କଲା ତୋ କାନ ଝୁମକା
ଝୁମକା ଆଲୋ ଝୁମକା
ମୋତେ ପାଗଳ କଲା ତୋ କାନ ଝୁମକା
ଝି – ଝୁମକା ହାଏ ଝୁମକା
ତୋତେ ପାଗଳ କରିଚି ମୋ କାନ ଝୁମକା
ଝୁମକା ହାଏ ଝୁମକା
ତୋତେ ପାଗଳ କରିଚି କାନ ଝୁମକା
°•. Second Line .•°
ପୁ – ତୋ ପରି ଝିଅଟେ କୋଟିକ ରେ ଗୋଟେ
ଖୋଜିଲେ ମିଳିବେ ନାହିଁ
ରୁପ ରେ ଯେମିତି ଗୁଣ ରେ ସେମିତି
ସବୁଥିରେ ଘାଇଁ ଘାଇଁ
ଝି – ଯେତେ ପୁଅ ସବୁ ତୋ ପରି ପୁଅଟେ
ଦୁନିଆ ରେ କେହି ନାହିଁ
ତୁ ଏକା ମୋର ମନର ମଣିଷ
ହୃଦୟ କୁ ଦେଲି କହି
ପୁ – ପାଉଁଜି ଆଲୋ ପାଉଁଜି
ମୋତେ ପାଗଳ କଲା ତୋ ପାଦ ପାଉଁଜି
ପାଉଁଜି ଆଲୋ ପାଉଁଜି
ମୋତେ ପାଗଳ କଲା ତୋ ପାଦ ପାଉଁଜି
ତୋ ପାଦରେ ବାଜି ଶୁଭେ ଛମ୍ ଛମ୍
ମୋ ଛାତିରେ ବାଜେ ଗୀତ ସରଗମ୍
ତୋ ପାଦରେ ବାଜି ଶୁଭେ ଛମ୍ ଛମ୍
ମୋ ଛାତିରେ ବାଜେ ଗୀତ ସରଗମ୍
ମୁଁ ଗୋଟେ ପ୍ରେମ ରୋଗୀ ତୁ ବଟିକା
ଝୁମକା ଆଲୋ ଝୁମକା
ମୋତେ ପାଗଳ କଲା ତୋ କାନ ଝୁମକା
ଝୁମକା ଆଲୋ ଝୁମକା
ମୋତେ ପାଗଳ କଲା ତୋ କାନ ଝୁମକା
ଝି – ଝୁମକା ହାଏ ଝୁମକା
ତୋତେ ପାଗଳ କରିଚି ମୋ କାନ ଝୁମକା
ଝୁମକା ହାଏ ଝୁମକା
ତୋତେ ପାଗଳ କରିଚି କାନ ଝୁମକା
°•. Third Line .•°
ଝି – ହେବି ବୋଲି ତୋର ବୋଧୁ ଟିଏ ପରା
ରହିଚି ତୋ ବାଟ ଚାହିଁ
ନେଇଯା ରେ ମୋତେ ରାଣୀ କରି ତୋର
ଆଉ କିଛି ଲୋଡା ନାହିଁ
ପୁ – ଜହ୍ନରେ କିଣିଚି ତୋ ପାଇଁ ଲୋ ଜାଗା
ରଖିବି ଲୋ ତୋତେ ନେଇ
ନାଲି ଟୁକୁ ଟୁକୁ ସାଧୋବ ବୋହୁ ଟେ
ସାଜିବୁ ଲୋ ମୋ ପାଇଁ
କଙ୍କଣ ନାଲି କଙ୍କଣ
ମୋତେ ପାଗଳ କଲା ତୋ ନାଲି କଙ୍କଣ
କଙ୍କଣ ନାଲି କଙ୍କଣ
ମୋତେ ପାଗଳ କଲା ତୋ ନାଲି କଙ୍କଣ
ତୋ ହାତରେ ବାଜେ ଯେବେ ଝମ୍ ଝମ୍
ମୋ ଛାତିରେ ବାଜେ ଗୀତ ସରଗମ୍
ତୋ ହାତରେ ବାଜେ ଯେବେ ଝମ୍ ଝମ୍
ମୋ ଛାତିରେ ବାଜେ ଗୀତ ସରଗମ୍
ମୁଁ ଗୋଟେ ପ୍ରେମ ରୋଗୀ ତୁ ବଟିକା
ଝୁମକା ଆଲୋ ଝୁମକା
ମୋତେ ପାଗଳ କଲା ତୋ କାନ ଝୁମକା
ଝୁମକା ଆଲୋ ଝୁମକା
ମୋତେ ପାଗଳ କଲା ତୋ କାନ ଝୁମକା
ଝି – ଝୁମକା ହାଏ ଝୁମକା
ତୋତେ ପାଗଳ କରିଚି ମୋ କାନ ଝୁମକା
ଝୁମକା ହାଏ ଝୁମକା
ତୋତେ ପାଗଳ କରିଚି କାନ ଝୁମକା
°•. End .•°
Posted By – OdiaLyrics.Com™