To Dehare Lagi Jau Mo Ayusha
Song » To Dehare Lagi Jau Mo Ayusha •
Singer » Swayam Padhi •
Singer » Ira Mohanty •
Music » Malaya Mishra •
Lyrics » Nihar Priyaashish •
To Dehare Lagi Jau Mo Ayusha Lyrics In Odia
°•. First Line .•°
ପୁ – ତୁ ଆସିବା ଆଗରୁ ନଥିଲେ କେହି
ତୁ ଗଲା ପରେବି କେହି ଆସିବେ ନାହିଁ
ତୁ ଆସିବା ଆଗରୁ ନଥିଲେ କେହି
ତୁ ଗଲା ପରେବି କେହି ଆସିବେ ନାହିଁ
ତୁ ମୋ ନିଶ୍ୱାସ ତୁ ମୋ ବିଶ୍ୱାସ ତୁ ସାହସ
ତୋ ଦେହରେ ଲାଗିଯାଉ ମୋ ଆୟୁଷ
ତୋ ଦେହରେ ଲାଗିଯାଉ ମୋ ଆୟୁଷ
ଝି – ମୁଁ ଚାହିଁବା ଆଗରୁ ପାଇଚି ତୋତେ
ମୁଁ ମରିବା ପରେବି ଥିବି ତୋ ସାଥେ
ତୁ ମୋ ନିଶ୍ୱାସ ତୁ ମୋ ବିଶ୍ୱାସ ତୁ ସାହସ
ତୋ ଦେହରେ ଲାଗିଯାଉ ମୋ ଆୟୁଷ
ତୋ ଦେହରେ ଲାଗିଯାଉ ମୋ ଆୟୁଷ
°•. Second Line .•°
ପୁ – ଦୁନିଆର ସବୁ ଖୁସି ତୋ ହାତରେ ଦେବି ଆଣି
ତୋ ବାଟରୁ କଣ୍ଟା କାଢି ଫୁଲ ଯେତେ ଦେବି ବୁଣି
ଦୁନିଆର ସବୁ ଖୁସି ତୋ ହାତରେ ଦେବି ଆଣି
ତୋ ବାଟରୁ କଣ୍ଟା କାଢି ଫୁଲ ଯେତେ ଦେବି ବୁଣି
ଝି – ତୋ ଆଖିର ଆଇନାରେ ଦେଖିବି ମୁଁ ଏ ଦୁନିଆ
ଛାଇଁ ହେଇ ତୋ ଛାତିରେ ରହିବି ମୁଁ ସବୁ ଦିନିଆ
ପୁ – ମୁଁ କହିବା ଆଗରୁ ଯାଉ ତୁ ବୁଝି
ମୁଁ ଏମିତି ସାଥିଟେ ପାଇଚି ଖୋଜି
ତୁ ମୋ ନିଶ୍ୱାସ ତୁ ମୋ ବିଶ୍ୱାସ ତୁ ସାହସ
ତୋ ଦେହରେ ଲାଗିଯାଉ ମୋ ଆୟୁଷ
ଝି – ତୋ ଦେହରେ ଲାଗିଯାଉ ମୋ ଆୟୁଷ
°•. Third Line .•°
ଝି – ତୁ ଏମିତି ଗପ ବହି ଯେତେ ପଢେ ସରେ ନାହିଁ
ତୋତେ ପାଇ ସରଗ ବି ପାଇବାର ଇଛା ନାହିଁ
ତୁ ଏମିତି ଗପ ବହି ଯେତେ ପଢେ ସରେ ନାହିଁ
ତୋତେ ପାଇ ସରଗ ବି ପାଇବାର ଇଛା ନାହିଁ
ପୁ – ମୋ ପାଇଁ ତୁ ପ୍ରେମ ଋତୁ ମହ ମହ ମଧୁମାସ
ତୋଠୁ ଆରମ୍ଭ ମୋର ତୋ ଠାରେ ହବ ଶେଷ
ଝି – ମୁଁ ମାଗିବା ଆଗରୁ ଦେଇଚୁ ସବୁ
ତୁ ସବୁଦିନ ପାଇଁ ଛାତିରେ ଥିବୁ
ତୁ ମୋ ନିଶ୍ୱାସ ତୁ ମୋ ବିଶ୍ୱାସ ତୁ ସାହସ
ତୋ ଦେହରେ ଲାଗିଯାଉ ମୋ ଆୟୁଷ
ପୁ – ତୋ ଦେହରେ ଲାଗିଯାଉ ମୋ ଆୟୁଷ
ଝି – ତୋ ଦେହରେ ଲାଗିଯାଉ ମୋ ଆୟୁଷ
ପୁ – ତୋ ଦେହରେ ଲାଗିଯାଉ ମୋ ଆୟୁଷ
°•. End .•°
Posted By – OdiaLyrics.Com™
Post Comment