Tikie Hasare Kebe Prema Heijae
Song » Tikie Hasare Kebe •
Singer » Babul Supriyo •
Music » Sarat Nayak •
Lyrics » Arun Mantri •
Tikie Hasare Kebe Lyrics In Odia
°•. First Line .•°
ଟିକିଏ ହସରେ କେବେ ପ୍ରେମ ହେଇଯାଏ
ଟିକିଏ ଲୁହରେ କେବେ ସ୍ୱପ୍ନ ଭାଙ୍ଗିଯାଏ
ଟିକିଏ ହସରେ କେବେ ପ୍ରେମ ହେଇଯାଏ
ଟିକିଏ ଲୁହରେ କେବେ ସ୍ୱପ୍ନ ଭାଙ୍ଗିଯାଏ
ଭାଙ୍ଗିବା ଗଢିବା ଗଢିବା ଭାଙ୍ଗିବା
ଭାଙ୍ଗିବା ଗଢିବା ଗଢିବା ଭାଙ୍ଗିବା
ଏଇ ଜୀବନରେ କିଛି ନୂଆଁ କଥା ନୁହେଁ
ଟିକିଏ ହସରେ କେବେ ପ୍ରେମ ହେଇଯାଏ
ଟିକିଏ ଲୁହରେ କେବେ ସ୍ୱପ୍ନ ଭାଙ୍ଗିଯାଏ
°•. Second Line .•°
ଟିକିଏ ମିଳନ ସୁନେଲି ସପନ
ଆଣିଦିଏ ମିଠା ସ୍ମୃତି
ଟିକିଏ ମିଳନ ସୁନେଲି ସପନ
ଆଣିଦିଏ ମିଠା ସ୍ମୃତି
ଟିକିଏ ବିରହ ଜାଳେ ଏ ହୃଦୟ
ଚିରିଦିଏ ପୁଣି ଛାତି
ଟିକିଏ ପ୍ରେମରେ କେବେ ମନ ଜିତିଯାଏ
ଟିକିଏ ଘୃଣାରେ କେବେ ମନ ହାରିଯାଏ
ଟିକିଏ ପ୍ରେମରେ କେବେ ମନ ଜିତିଯାଏ
ଟିକିଏ ଘୃଣାରେ କେବେ ମନ ହାରିଯାଏ
ହାରିବା ଜିତିବା ଜିତିବା ହାରିବା
ଏଇ ଜୀବନରେ କିଛି ନୂଆଁ କଥା ନୁହେଁ
ଟିକିଏ ହସରେ କେବେ ପ୍ରେମ ହେଇଯାଏ
ଟିକିଏ ଲୁହରେ କେବେ ସ୍ୱପ୍ନ ଭାଙ୍ଗିଯାଏ
°•. Third Line .•°
ଟିକିଏ ସନ୍ଦେହ ଛଳନାର ମୁହଁ
ଦୁଃଖ ଦିଏ ସବୁଦିନ
ଟିକିଏ ସନ୍ଦେହ ଛଳନାର ମୁହଁ
ଦୁଃଖ ଦିଏ ସବୁଦିନ
ଟିକିଏ କଥାରେ ଏ ଛାତି ଭିତରେ
ରହିଯାଏ ଅଭିମାନ
ଟିକିଏ ସତରେ କେବେ ଲୁହ ଝରିଯାଏ
ଟିକିଏ ମିଛରେ କେବେ ହସ ଭରିଯାଏ
ଟିକିଏ ସତରେ କେବେ ଲୁହ ଝରିଯାଏ
ଟିକିଏ ମିଛରେ କେବେ ହସ ଭରିଯାଏ
ହସ ଆଉ ଲୁହ ଲୁହ ଆଉ ହସ
ହସ ଆଉ ଲୁହ ଲୁହ ଆଉ ହସ
ଏଇ ଜୀବନରେ କିଛି ନୂଆଁ କଥା ନୁହେଁ
ଟିକିଏ ହସରେ କେବେ ପ୍ରେମ ହେଇଯାଏ
ଟିକିଏ ଲୁହରେ କେବେ ସ୍ୱପ୍ନ ଭାଙ୍ଗିଯାଏ
ଟିକିଏ ହସରେ କେବେ ପ୍ରେମ ହେଇଯାଏ
ଟିକିଏ ଲୁହରେ କେବେ ସ୍ୱପ୍ନ ଭାଙ୍ଗିଯାଏ
ଭାଙ୍ଗିବା ଗଢିବା ଗଢିବା ଭାଙ୍ଗିବା
ଭାଙ୍ଗିବା ଗଢିବା ଗଢିବା ଭାଙ୍ଗିବା
ଏଇ ଜୀବନରେ କିଛି ନୂଆଁ କଥା ନୁହେଁ
°•. End .•°
Posted By – OdiaLyrics.Com™
Post Comment