Tike Tike Maja Alaga To Prema Re

Song » Tike Tike Maja Alaga To Prema Re •
Singer » Humane Sagar •
Singer » Sital Kabi •
Music » Bhakta Maharana •
Lyrics » Somanath Karan •

Lyrics In English

Tike Tike Maja Alaga To Prema Re Lyrics In Odia

°•. First Line .•°

ପୁ – ଚାଲି ତୋର ଗୋରି ବନ ହରିଣି
ଚାହାଣି ତୋ ସତେ ମୃଗ ନୟନି
ରୁପ ତୋର ଛିଟା ଛିଟା ଚାନ୍ଦିନି
ଏମିତି ଗଢିଲା କିଏ କେଜାଣି
ରଜ ରେ ଆସିଚୁ ଗୋରି ଆମ ଗାଁ ବୁଲି
ତୋ ପାଇଁ ସଜେଇଚି ମନ ଫୁଲ ଦୋଳି
ଝି – ଗାଁ ର ପାଣି ପବନ ସହର ଠୁ ଚଖା
ମସ୍ତ୍ ମସ୍ତ୍ ଗାଁ ର ଲୁଙ୍ଗି ପିନ୍ଧା ଟୋକା
ପୁ – ଆମ ଗାଁ ଝିଅ କାଗଜ ଫୁଲ ଲୋ
ତୁ ସଜ ଫୁଟା ଗୋଲାପ ଟିଏ
ଝି – ମୋ କୁଆଁରୀ ମନ କରିଚି ଯେ ଚୋରି
କୋଟିଏ ପୁଅ ରେ ତୁ ଗୋଟିଏ
ପୁ – ମୋ ଭିତରେ ମୁଁ ନାହିଁ ତୋତେ ଦେଖିଲା ପରେ
ଟିକେ ଟିକେ ମଜା ଅଲଗା ତୋ ପ୍ରେମରେ
ଝି – ଟିକେ ଟିକେ ମଜା ଅଲଗା ତୋ ପ୍ରେମରେ
ପୁ – ଟିକେ ଟିକେ ମଜା ଅଲଗା ତୋ ପ୍ରେମରେ

°•. Second Line .•°

ପୁ – ଆଖି ଖୋଜୁଥିଲା ମନ ପାଇଗଲା
ତୁ ଏମିତି ରୁପସୀ ଟିଏ
ଝି – ଲେଖା ଥିଲା ବୋଧେ ମୋ ଭାଗ୍ୟ ରେଖା ରେ
ତୁ ମୋ ପାଇଁ ପ୍ରେମିକ ଟିଏ
ପୁ – ଆଖି ଖୋଜୁଥିଲା ମନ ପାଇଗଲା
ତୁ ଏମିତି ରୁପସୀ ଟିଏ
ଝି – ଲେଖା ଥିଲା ବୋଧେ ମୋ ଭାଗ୍ୟ ରେଖା ରେ
ତୁ ମୋ ପାଇଁ ପ୍ରେମିକ ଟିଏ
ପୁ – ମୋ ଜୀବନ ଥିଲା ଫିକା ଫଗୁଣ ଟେ
ତୁ ଆଣିଦେଲୁ ରଙ୍ଗ ପସରା
ଝି – ସେଇ ରଙ୍ଗ ଆଜି ତୋ ନାଁ ସାଥେ
ମୋ ନାଁ କୁ ଯୋଡି ଲେଖିଦେଲା
ଭିଡ ଭିତରେ ଆଖି ଖାଲି ତୋତେ ଖୋଜେ ରେ
ଟିକେ ଟିକେ ମଜା ଅଲଗା ତୋ ପ୍ରେମରେ
ପୁ – ଟିକେ ଟିକେ ମଜା ଅଲଗା ତୋ ପ୍ରେମରେ
ଝି – ଟିକେ ଟିକେ ମଜା ଅଲଗା ତୋ ପ୍ରେମରେ

°•. Third Line .•°

ଝି – ଲବଙ୍ଗ ଦ୍ୱୀପ ର ତୁ ରାଜ କୁମାର
ତୋ ନଜର ରେ କରିଲୁ ବନ୍ଦି
ପୁ – ଅଜଡା ରାଇଜ ତୁ ରାଜ କୁମାରୀ
ତୋ ପ୍ରେମରେ ଦେଲୁ ଲୋ ବାନ୍ଧି
ଝି – ଲବଙ୍ଗ ଦ୍ୱୀପ ର ତୁ ରାଜ କୁମାର
ତୋ ନଜର ରେ କରିଲୁ ବନ୍ଦି
ପୁ – ଅଜଡା ରାଇଜ ତୁ ରାଜ କୁମାରୀ
ତୋ ପ୍ରେମରେ ଦେଲୁ ଲୋ ବାନ୍ଧି
ଝି – ମୋ ବାଟ ସରିଯାଏ ତୋ ଚଲା ବାଟରେ
ଅଟକି ଗଲି ମୁଁ ତୋ ପାଖରେ
ପୁ – ସଞ୍ଜ ନଉଁଥିବ ଜହ୍ନ ଉଉଁଥିବ
ତୁ ବସିଥିବୁ ମୋ ପାଖରେ
ତୋ ଭିତରେ ହଜିବାକୁ ଭଲ ଲାଗେ ରେ
ଟିକେ ଟିକେ ମଜା ଅଲଗା ତୋ ପ୍ରେମରେ
ଝି – ଟିକେ ଟିକେ ମଜା ଅଲଗା ତୋ ପ୍ରେମରେ
ପୁ + ଝି – ଟିକେ ଟିକେ ମଜା ଅଲଗା ତୋ ପ୍ରେମରେ

°•. End .•°

Posted By – OdiaLyrics.Com™