Tate Khali Bhala Pae Mu
Song » Tate Khali Bhala Pae Mu •
Singer » S Jitu •
Singer » Soujannya Ratha •
Music » JN Padma •
Lyrics » Nilu Babu •
Tate Khali Bhala Pae Mu Lyrics In Odia
°•. First Line .•°
ପୁ – ତୁ ଭଲ ବୋଲି ଭଲ ପାଉଚି
ସବୁ ସପନରେ ତୋତେ ଦେଖୁଚି
ଝି – ସତ କହୁଚି ମୁଁ କିଛି ହଉଚି
ହଁ ମୁଁ ତୋର ହେଇ ସାରିଚି
ପୁ – ଆରେ ମନ ମୋର ନେଇଗଲୁ ତୁ
ତୋତେ ଖାଲି ଭଲ ପାଏ ମୁଁ
ଝି – ତୋତେ ଖାଲି ଭଲ ପାଏ ମୁଁ
ପୁ – ହଁ ତୋତେ ଖାଲି ଭଲ ପାଏ ମୁଁ
°•. Second Line .•°
ପୁ – ମୋ ଭିତରେ ତୁ ଅଛୁ ତୋ ଭିତରେ ମୁଁ
ଅନ୍ୟ ମନସ୍କ ମୁଁ ହେଇ ଯାଉଚି
ଆଗେ ଆଗେ ଆସିଗଲେ ତୁ
ଝି – ମୋ ମନରେ ତୁ ଅଛୁ ତୋ ମନରେ ମୁଁ
ଅମାନିଆଁ ମନ ହୁଏ ଅସ୍ତିର
ଚଗଲି କି କରିଦେଲୁ ତୁ
ପୁ – ବୋଧେ ସବୁକିଛି ଜାଣିଗଲୁ ତୁ
ତୋତେ ଖାଲି ଭଲ ପାଏ ମୁଁ
ଝି – ତୋତେ ଖାଲି ଭଲ ପାଏ ମୁଁ
ପୁ – ହଁ ତୋତେ ଖାଲି ଭଲ ପାଏ ମୁଁ
°•. Third Line .•°
ଝି – ମୋ ବାଟରେ ଫୁଲ କଣ୍ଟା ଜମା ନାହିଁ
ତୋତେ ପାଇ ମୁଁ ସବୁ ପାଇଚି
ତୁ ନଥିଲେ ମୁଁ ବି ନାହିଁ
ପୁ – ପ୍ରେମ ଆମ ସତ ମିଛ ଜମା ନୁହେଁ
ସାତ ଜନମକୁ ତୁ ଖାଲି ମୋର
ମୁଁ ପରା ତୋର ସିଏ
ଝି – ତୋ ଦିୱାନି ହେଇଗଲି ମୁଁ
ତୋତେ ଖାଲି ଭଲ ପାଏ ମୁଁ
ପୁ – ହଁ ତୋତେ ଖାଲି ଭଲ ପାଏ ମୁଁ
ଝି – ହଁ ତୋତେ ଖାଲି ଭଲ ପାଏ ମୁଁ
°•. End .•°
Posted By – OdiaLyrics.Com™