Tate Dhana Dakibi Na Puchu Dakibi

Song » Tate Dhana Dakibi Na Puchu Dakibi •
Singer » Umesh •
Singer » Rani •
Music » Sapan Kumar Panda •
Lyrics » Sapan Kumar Panda •

Tate Dhana Dakibi Na Puchu Dakibi Lyrics In Odia

°•. First Line .•°

ପୁ – ତୋତେ ଧନ ଡାକିବି ନା ସୁନା ଡାକିବି
ତୋତେ ଗେଲୁ ଡାକିବି ନା ପୁଚୁ ଡାକିବି
ତୋତେ ଧନ ଡାକିବି ନା ସୁନା ଡାକିବି
ତୋତେ ଗେଲୁ ଡାକିବି ନା ପୁଚୁ ଡାକିବି
କଣ ଡାକିବି କହ ଆଲୋ ମୋ ଫୁଲେଇ ଝିଅ
ତୋତେ କଣ ଡାକିବି କହ ଆଲୋ ମୋ ଫୁଲେଇ ଝିଅ
ଯାହା ତୁ କହିବୁ ମୁଁ ତାହା ଡାକିବି
ଝି – ତୋ ବାପାକୁ କହିବି ନା ତୋ ବୋଉକୁ କହିବି
ତୋ ମାମୁଁକୁ କହିବି ନା ତୋ ଭାଇକୁ କହିବି
ତୋ ବାପାକୁ କହିବି ନା ତୋ ବୋଉକୁ କହିବି
ତୋ ମାମୁଁକୁ କହିବି ନା ତୋ ଭାଇକୁ କହିବି
କାହାକୁ କହିବି କହ ଆରେ ମୋ ଚଗଲା ପୁଅ
କାହାକୁ କହିବି କହ ଆରେ ମୋ ଚଗଲା ପୁଅ
ଯାହାକୁ କହିବୁ ମୁଁ ତାକୁ କହିବି
ପୁ – ତୋତେ ଧନ ଡାକିବି ନା ସୁନା ଡାକିବି
ଝି – ତୋ ବାପାକୁ କହିବି ନା ତୋ ବୋଉକୁ କହିବି

°•. Second Line .•°

ପୁ – ତୋ ସାଥିରେ ହ୍ୱାଟ୍ସଆପ୍ ରେ କରେ ଚାଟିଙ୍ଗି
ହେଇଯା ଥରେ ଗେଲୁ ଲୋ ମୋର ସାଥେ ସେଟିଙ୍ଗି
ଡ୍ରିମ୍ ରେ ମୋର ନିତି ରାତିରେ ଆସୁଚୁ ଲୋ ତୁ
ତୋରି ପାଇଁ ମଣ୍ଟାଲ ସତେ ହୋଇଚି ଲୋ ମୁଁ
ଝି – ଭାଇଟା ମୋର ଝାରପଡା ରେ ଅଛି ଏସ୍.ଆଇ
ଭାଇ ପାଖରେ ତୋ ନାଆଁରେ କହିବି ଯାଇ
ଅନ୍ଧାର ଘରେ ପୁରାଇ ଦେବ ଚାଖିବୁ ମଜା
ଜୀବନ ସାରା ଘଣା ପେଷିବୁ ପାଇବୁ ସଜା
ପୁ – କଣ କରିବୁ କହ ଆଲୋ ମୋ ନଖରି ଝିଅ
ତୁ କଣ କରିବୁ କହ ଆଲୋ ମୋ ନଖରି ଝିଅ
ଯାହା ତୁ କରିବୁ ସବୁ ମାନି ମୁଁ ନେବି
ଝି – ତୋ ବାପାକୁ କହିବି ନା ତୋ ବୋଉକୁ କହିବି
ତୋ ମାମୁଁକୁ କହିବି ନା ତୋ ଭାଇକୁ କହିବି

°•. Third Line .•°

ପୁ – ତୁ କହିଲେ ତୋରି ପାଇଁ ଆଣିବି ତୋଳି ଜହ୍ନଁ
ତୋ ବିନା ମୁଁ ଆଉ କାହାକୁ ଦେବିନାହିଁ ମୋ ମନ
ତୁ କହିଲେ ତୋରି ପାଇଁ ଜୀବନ ମୋର ଦେବି
ମୁଁ ହେଲି ତୋ ଚିଡିଆ ଟିକା ତୁ ହେଲୁ ମୋ ବିବି
ଝି – ମିଛରେ କାହିଁକି ତୁ ମାରୁ ଫୁଟାଣି
ଖୋଜି ଆସିଲେ ମିଳିବ ନାହିଁ ଗୋଟେ ଆଠେଣି
ମନେ ମନେ ତୁ ଭାବୁଚୁ ନିଜକୁ ରଜା
ସତେକି ମୁକେଶ୍ ଅମ୍ବାନି ତୋର ଅଜା
ପୁ – ତୁ କଣ ଭାବୁଚୁ କହ ଆଲୋ ମୋ ସୁନ୍ଦରୀ ଝିଅ
ତୁ କଣ ଭାବୁଚୁ କହ ଆଲୋ ମୋ ସୁନ୍ଦରୀ ଝିଅ
ଯାହା ତୁ ଭାବିବୁ ମୁଁ ତାହା ହୋଇବି
ତୋତେ ଧନ ଡାକିବି ନା ସୁନା ଡାକିବି
ତୋତେ ଗେଲୁ ଡାକିବି ନା ପୁଚୁ ଡାକିବି
ଝି – ତୋ ବାପାକୁ କହିବି ନା ତୋ ବୋଉକୁ କହିବି
ତୋ ମାମୁଁକୁ କହିବି ନା ତୋ ଭାଇକୁ କହିବି
ପୁ – କଣ ଡାକିବି କହ ଆଲୋ ମୋ ଫୁଲେଇ ଝିଅ
ତୋତେ କଣ ଡାକିବି କହ ଆଲୋ ମୋ ଫୁଲେଇ ଝିଅ
ଯାହା ତୁ କହିବୁ ମୁଁ ତାହା ଡାକିବି
ତୋତେ ଧନ ଡାକିବି ନା ସୁନା ଡାକିବି
ତୋତେ ଗେଲୁ ଡାକିବି ନା ପୁଚୁ ଡାକିବି
ଝି – ତୋ ବାପାକୁ କହିବି ନା ତୋ ବୋଉକୁ କହିବି
ତୋ ମାମୁଁକୁ କହିବି ନା ତୋ ଭାଇକୁ କହିବି
ପୁ – ତୋତେ ଧନ ଡାକିବି ନା ସୁନା ଡାକିବି
ତୋତେ ଗେଲୁ ଡାକିବି ନା ପୁଚୁ ଡାକିବି
ଝି – ତୋ ବାପାକୁ କହିବି ନା ତୋ ବୋଉକୁ କହିବି
ତୋ ମାମୁଁକୁ କହିବି ନା ତୋ ଭାଇକୁ କହିବି
ପୁ – ତୋତେ ଧନ ଡାକିବି
ଝି – ତୋ ବାପାକୁ କହିବି
ପୁ – ତୋତେ ଗେଲୁ ଡାକିବି
ଝି – ତୋ ବୋଉକୁ କହିବି
ପୁ – ତୋତେ ପୁଚୁ ଡାକିବି

°•. End .•°

Posted By – OdiaLyrics.Com™

Post Comment