Taku Bhulibaku Haba

Song » Taku Bhulibaku Haba •
Singer » Humane Sagar •
Music » Munu Pagal •
Lyrics » Shubhakanta Mallik •

Taku Bhulibaku Haba Lyrics In Odia

°•. First Line .•°

ଯିଏ ହସ ବଦଳେ ଲୁହ ଦେଲା
ଯିଏ ସୁଖ ବଦଳେ ଦୁଃଖ ଦେଲା
ଯିଏ ହସ ବଦଳେ ଲୁହ ଦେଲା
ଯିଏ ସୁଖ ବଦଳେ ଦୁଃଖ ଦେଲା
ତା କଥା ଭାବି କିଛି ନାହିଁରେ ଲାଭ
ଭୁଲିବାକୁ ହବ ତାକୁ ଭୁଲିବାକୁ ହବ
ଭୁଲିବାକୁ ହବ ତାକୁ ଭୁଲିବାକୁ ହବ
ଭୁଲିବାକୁ ହବ ତାକୁ ଭୁଲିବାକୁ ହବ

°•. Second Line .•°

ଜୀବନର ଚଲାବାଟେ ମିଳନ୍ତି ହଜାରେ
କିଏ ସାଥିହୁଏ କିଏ ମନକୁ ଭାଙ୍ଗେରେ
ଜୀବନର ଚଲାବାଟେ ମିଳନ୍ତି ହଜାରେ
କିଏ ସାଥିହୁଏ କିଏ ମନକୁ ଭାଙ୍ଗେରେ
ମନ ଗୋଟେ ମଲା ଜହ୍ନଁ ସାଥି ଗଲା ପରେ
ଜୀବନ ତ ହୁଏ ମାଟି କାହାଣୀ ଅଧା ରେ
ଯିଏ ଖୁସି ବଦଳେ କଷ୍ଟ ଦେଲା
ଯିଏ ମୁକ୍ତି ବଦଳେ ଶାସ୍ତି ଦେଲା
ଯିଏ ଖୁସି ବଦଳେ କଷ୍ଟ ଦେଲା
ଯିଏ ମୁକ୍ତି ବଦଳେ ଶାସ୍ତି ଦେଲା
ତା ଚିନ୍ତା କରି କିଛି ନାହିଁରେ ଲାଭ
ଭୁଲିବାକୁ ହବ ତାକୁ ଭୁଲିବାକୁ ହବ
ଭୁଲିବାକୁ ହବ ତାକୁ ଭୁଲିବାକୁ ହବ
ଭୁଲିବାକୁ ହବ ତାକୁ ଭୁଲିବାକୁ ହବ

°•. Third Line .•°

ପାଇବା ର ଆଶା କିଛି ରଖନି ମନରେ
ଯଦି ଆଶା ରହିଯିବ ବଞ୍ଚିବା କଷ୍ଟରେ
ପାଇବା ର ଆଶା କିଛି ରଖନି ମନରେ
ଯଦି ଆଶା ରହିଯିବ ବଞ୍ଚିବା କଷ୍ଟରେ
ଜିତିବା ଠୁ ଭଲ ବେଶି ହାରିଲେ ପ୍ରେମରେ
ହାରିଥିବା ପ୍ରେମିକ ଟା କିଛି କରିପାରେ
ଯିଏ ପ୍ରେମ ବଦଳେ ଘୃଣା ଦେଲା
ଯିଏ ପୂଜା ବଦଳେ ନିନ୍ଦା ଦେଲା
ଯିଏ ପ୍ରେମ ବଦଳେ ଘୃଣା ଦେଲା
ଯିଏ ପୂଜା ବଦଳେ ନିନ୍ଦା ଦେଲା
ତା ବାଟ ଚାହିଁ କିଛି ନାହିଁରେ ଲାଭ
ଭୁଲିବାକୁ ହବ ତାକୁ ଭୁଲିବାକୁ ହବ
ଭୁଲିବାକୁ ହବ ତାକୁ ଭୁଲିବାକୁ ହବ
ଭୁଲିବାକୁ ହବ ତାକୁ ଭୁଲିବାକୁ ହବ

°•. End .•°

Posted By – OdiaLyrics.Com™

Post Comment