Saware Saware Tose Naina Laga
Song » Saware Saware Tose Naina Laga •
Singer » Humane Sagar •
Music » Asad Nizam •
Lyrics » Arun Mantri •
Saware Saware Tose Naina Laga Lyrics In Odia
°•. First Line .•°
ତୋତେ ପାଇବା ପାଇଁ କିଛିବି କରିପାରେ
ତୋ ପାଇଁ ହସି ହସି ଜୀବନ ଦେଇପାରେ
ତୋତେ ପାଇବା ପାଇଁ କିଛିବି କରିପାରେ
ତୋ ପାଇଁ ହସି ହସି ଜୀବନ ଦେଇପାରେ
ତୁ ଖାଲି ତୁ ମୋର ଭାବି ନେଇଚି ମନେ
ଖୁଦାଠୁ ଛଡେଇ ତୋତେ ଆଣିବି ଦିନେ
ଆସିବୁ ବୋଲି ଏ ଛାତି ତଳେ ଖାଲି ରଖିଚି ଜାଗା
ସାୱରେ ସାୱରେ ତୋସେ ନୈନା ଲାଗା
ସାୱରେ ସାୱରେ ତୋସେ ନୈନା ଲାଗା
ସାୱରେ ସାୱରେ ତୋସେ ନୈନା ଲାଗା
ସାୱରେ ସାୱରେ ତୋସେ ନୈନା ଲାଗା
°•. Second Line .•°
ଦିନ ସରିଯାଏ ତୋ ଆଶିକି ରେ
ରାତି ପାହିଯାଏ ତୋତେ ଭାବିକି ରେ
ଆସିଲୁ ତୁ ଯେବେ ମୋ ଜିନ୍ଦେଗି ରେ
ସବୁକିଛି ତୋତେ ଭାବି ନେଇଚି ରେ
ଜାଣେନା ଜାଣେନା ଆଉ ତୋ ବିନା କିଛି
ଅନେକ ଭିଡରୁ ତୋତେ ନେଇଚି ବାଛି
ସ୍ୱପ୍ନରେ ମୋର ସାମ୍ନାରେ ମୋର ଲାଗିଲୁ ତୁ ଅଲଗା
ସାୱରେ ସାୱରେ ତୋସେ ନୈନା ଲାଗା
ସାୱରେ ସାୱରେ ତୋସେ ନୈନା ଲାଗା
ସାୱରେ ସାୱରେ ତୋସେ ନୈନା ଲାଗା
ସାୱରେ ସାୱରେ ତୋସେ ନୈନା ଲାଗା
°•. Third Line .•°
କହିବୁ ତୁ ଯଦି ତୋ ଇସାରା ରେ
ମୋ କଲିଜା କାଢି ତୋତେ ଦେଇପାରେ
ମାଗିବୁ ତୁ ଯଦି ଜିଦ୍ଦି କରି ଥରେ
ଜୀବନ ଦେବି ତୋ ହାତ ପାପୁଲିରେ
ପାରିବି ନାହିଁ ମୁଁ ତୋତେ କା ସାଥେ ଦେଖି
ମୋ ମନ କଥା ତୋ ମନେ ରଖିଥା ଲେଖି
ତୋ ପ୍ରେମ ପ୍ରିୟା ମୋ ପାଇଁ ଯାହା ସବୁଠାରୁ ମହଙ୍ଗା
ସାୱରେ ସାୱରେ ତୋସେ ନୈନା ଲାଗା
ସାୱରେ ସାୱରେ ତୋସେ ନୈନା ଲାଗା
ସାୱରେ ସାୱରେ ତୋସେ ନୈନା ଲାଗା
ସାୱରେ ସାୱରେ ତୋସେ ନୈନା ଲାଗା
°•. End .•°
Posted By – OdiaLyrics.Com™
Post Comment