Rasia Maguchi Gela
Song » Rasia Maguchi Gela •
Singer » Bishnu Mohan Kabi •
Singer » Pamila Jain •
Music » Malaya Mishra •
Lyrics » Dr. Nirmal Nayak •
Rasia Maguchi Gela In Odia
°•. First Line .•°
ଝି – ମୁଁ ସୁନ୍ଦରୀ ଗୋଲାପ ଫୁଲ
ମୋତେ ରସିଆ ମାଗୁଚି ଗେଲ
ମୁଁ ସୁନ୍ଦରୀ ଗୋଲାପ ଫୁଲ
ମୋତେ ରସିଆ ମାଗୁଚି ଗେଲ
ଯିଏ ଆସି ବୁଲେଇ ନବ ଖପରାଖଲ
ଯଲ୍ଦି ଯଲ୍ଦି ଫଟ୍ ଫଟିଆ ରେ ପକାଅ ତେଲ
ପୁ – ହାଏ ଲୋ ମୋର କଣ୍ଟା କୁସୁମ
କଥା ତୋର ଭାରି ଉସୁମ
ଛାତି ଭିତରଟା ହଲେଇ ଦଉଚି
ହୃଦୟଟା ହଲହଲ
ମୁଁ ତୋତେ ବୁଲେଇ ନେବି ଖପରାଖଲ
ଫଟ ଫଟିଆ ମୋ ରେଡି କଲିଣି ଲୋ ପକେଇ ତେଲ
ଝି – ମୋତେ ରସିଆ… ମୋତେ ରସିଆ…
ମୋତେ ରସିଆ ମାଗୁଚି ଗେଲ
ପୁ – ଏତେ କରୁ କାଇଁ କଲବଲ
°•. Second Line .•°
ଝି – ନଦେଖିଲା ଛୋ ଫାଳିଆ ଅଉ
ରାତି ଦିନ ମୋତେ ଜଗିଚି ବୋଉ
ଘରୁ ଟିକେ ମୁଁ ପାଦ ଯେବେ କାଢେ
ଥଣ୍ଟ ଘସୁଚି ଲୋ ଡାମେରା କାଉ
ନଦେଖିଲା ଛୋ ଫାଳିଆ ଅଉ
ରାତି ଦିନ ମୋତେ ଜଗିଚି ବୋଉ
ଘରୁ ଟିକେ ମୁଁ ପାଦ ଯେବେ କାଢେ
ଥଣ୍ଟ ଘସୁଚି ଲୋ ଡାମେରା କାଉ
ଆରେ ନଈ ପାଣି ଖଲଖଲ
ଟୋକା ନଈ ତୁଠେ ପଲପଲ
ଯିଏ ଆସି ବୁଲେଇ ନବ ଖପରାଖଲ
ଯଲ୍ଦି ଯଲ୍ଦି ଫଟ୍ ଫଟିଆ ରେ ପକାଅ ତେଲ
ପୁ – କହୁଚି ଶୁଣ୍ ଲୋ ଛନକି ଜହ୍ନ
କିଣିଦେବି ନାଲି ରିବନ
ଚୁନୁରି କୁ ତୋର ଅଣ୍ଟାରେ ବାନ୍ଧିଥା
ବପନଟା ନୁହେଁ ଭଲ
ମୁଁ ତୋତେ ବୁଲେଇ ନେବି ଖପରାଖଲ
ଫଟ ଫଟିଆ ମୋ ରେଡି କଲିଣି ଲୋ ପକେଇ ତେଲ
ଝି – ମୋତେ ରସିଆ… ହଁ ରସିଆ…
ମୋତେ ରସିଆ ମାଗୁଚି ଗେଲ
ପୁ – ଏତେ କରୁ କାଇଁ କଲବଲ
°•. Third Line .•°
ଝି – କିଏ ମୋ ନାଁ ରେ କରୁଚି ଟାଟୁ
କିଏ ଡାକେ ମୋତେ ଗେଲୁ ସୁଇଟୁ
ଯେବେଠୁ ହେଲି ଚିକିଣି ଚାମେଲୀ
ସବୁ ମୋ ପଛରେ ହୁଅନ୍ତି ଲଟୁ
କିଏ ମୋ ନାଁ ରେ କରୁଚି ଟାଟୁ
କିଏ ଡାକେ ମୋତେ ଗେଲୁ ସୁଇଟୁ
ଯେବେଠୁ ହେଲି ଚିକିଣି ଚାମେଲୀ
ସବୁ ମୋ ପଛରେ ହୁଅନ୍ତି ଲଟୁ
ମୋର ବୟସ ଟା ଝଲମଲ
ଭାରି ଲୁତୁପୁତୁ ମୋର ଗାଲ
ଯିଏ ଆସି ବୁଲେଇ ନବ ଖପରାଖଲ
ଯଲ୍ଦି ଯଲ୍ଦି ଫଟ୍ ଫଟିଆ ରେ ପକାଅ ତେଲ
ପୁ – ଆଲୋ ମୋର ଗୋରୀ କନିଆଁ
କିଣି ଦେବି ସିଙ୍ଗି ପାନିଆ
କୁଞ୍ଚୁକୁଞ୍ଚି ତୋର ଡବଲ ବେଣୀ ରେ
ମାଖିଥା ବାସନା ତେଲ
ମୁଁ ତୋତେ ବୁଲେଇ ନେବି ଖପରାଖଲ
ଫଟ ଫଟିଆ ମୋ ରେଡି କଲିଣି ଲୋ ପକେଇ ତେଲ
ଝି – ମୋତେ ରସିଆ… ମୋତେ ରସିଆ…
ମୋତେ ରସିଆ ମାଗୁଚି ଗେଲ
ପୁ – ଏତେ କରୁ କାଇଁ କଲବଲ
ଝି – ମୋତେ ରସିଆ ମାଗୁଚି ଗେଲ
ପୁ – ଏତେ କରୁ କାଇଁ କଲବଲ
°•. End .•°
Posted By – OdiaLyrics.Com™