Radha Tu Chhu
Song » Radha Tu Chhu •
Singer » Rani •
Singer » Parbati •
Music » Sapan Kumar Panda •
Lyrics » Sapan Kumar Panda •
Radha Tu Chhu Lyrics In Odia
°•. First Line .•°
ଜମୁନା କୂଳରେ କଦମ୍ବ ମୂଳରେ
ଜମୁନା କୂଳରେ କଦମ୍ବ ମୂଳରେ
ବଇଁଶୀ ବାଜିଲେ କୁହୁ
ରାଧା ତୁ ଛୁ…ରାଧା ତୁ ଛୁ…
ରାଧା ତୁ ଛୁ…ରାଧା ତୁ ଛୁ…
ଗୋପର ଦାଣ୍ଡରେ କୁଞ୍ଜବନ ରେ
ଗୋପର ଦାଣ୍ଡରେ କୁଞ୍ଜବନ ରେ
ବଇଁଶୀ ବାଜିଲେ କୁହୁ
ରାଧା ତୁ ଛୁ…ରାଧା ତୁ ଛୁ…
ରାଧା ତୁ ଛୁ…ରାଧା ତୁ ଛୁ…
ନଟିଆ ସେ ନଟବର
କଥା ତାର ଜାଦୁକର
ନଟିଆ ସେ ନଟବର
କଥା ତାର ଜାଦୁକର
ଜାଦୁରେ ତାହାର ନପଡିବୁ କେବେ ତୁ
ରାଧା ତୁ ଛୁ…ରାଧା ତୁ ଛୁ…
ରାଧା ତୁ ଛୁ…ରାଧା ତୁ ଛୁ…
°•. Second Line .•°
ମୁଣ୍ଡେ ନେଇ ଦହି ଠେକି
ଯେବେ ଯାଉ ଦହି ବିକି
ଗୋପଦାଣ୍ଡେ ଛାଡି ହୁରି
ସାଙ୍ଗମେଳେ ଛପି ଛପି
କାହ୍ନୁଁ ଭାଙ୍ଗେ ଦହି ଠେକି
ହାତରେ ବାଟୁଳି ଧରି
ମୁଣ୍ଡେ ନେଇ ଦହି ଠେକି
ଯେବେ ଯାଉ ଦହି ବିକି
ଗୋପଦାଣ୍ଡେ ଛାଡି ହୁରି
ସାଙ୍ଗମେଳେ ଛପି ଛପି
କାହ୍ନୁଁ ଭାଙ୍ଗେ ଦହି ଠେକି
ହାତରେ ବାଟୁଳି ଧରି
କାଳିଆ ସେ କଳାକାର
କଳା ଲଗେଇବ ତୋ ଦେହର
କାଳିଆ ସେ କଳାକାର
କଳା ଲଗେଇବ ତୋ ଦେହର
ପାଖକୁ ତାହାର ଯିବୁନି କେବେ ତୁ
ରାଧା ତୁ ଛୁ…ରାଧା ତୁ ଛୁ…
ରାଧା ତୁ ଛୁ…ରାଧା ତୁ ଛୁ…
ଜମୁନା କୂଳରେ କଦମ୍ବ ମୂଳରେ
ଜମୁନା କୂଳରେ କଦମ୍ବ ମୂଳରେ
ବଇଁଶୀ ବାଜିଲେ କୁହୁ
ରାଧା ତୁ ଛୁ…ରାଧା ତୁ ଛୁ…
ରାଧା ତୁ ଛୁ…ରାଧା ତୁ ଛୁ…
°•. Third Line .•°
କାହ୍ନୁ ବଇଁଶୀ ରେ ଡାକେ
ଆସ ମୋର ରାଧା ସଖି
କରିବା ଆମେ ଯେ କେଳି
ରାଧା ଯାଉ ପାଦ ଚିପି
ଦେଖି ନେବେ କାଳେ ଗୋପି
ଖାଉ ଶାଶୁ ନଣନ୍ଦ ଗାଳି
କାହ୍ନୁ ବଇଁଶୀ ରେ ଡାକେ
ଆସ ମୋର ରାଧା ସଖି
କରିବା ଆମେ ଯେ କେଳି
ରାଧା ଯାଉ ପାଦ ଚିପି
ଦେଖି ନେବେ କାଳେ ଗୋପି
ଖାଉ ଶାଶୁ ନଣନ୍ଦ ଗାଳି
ମାୟାବି ସେ ମାୟାଧର
ମାୟା ଦେଖାଇବ ତୋ ଆଗର
ମାୟାବି ସେ ମାୟାଧର
ମାୟା ଦେଖାଇବ ତୋ ଆଗର
ମାୟାରେ ତାର ପଡିବୁନି କେବେ ତୁ
ରାଧା ତୁ ଛୁ…ରାଧା ତୁ ଛୁ…
ରାଧା ତୁ ଛୁ…ରାଧା ତୁ ଛୁ…
ଜମୁନା କୂଳରେ କଦମ୍ବ ମୂଳରେ
ଜମୁନା କୂଳରେ କଦମ୍ବ ମୂଳରେ
ବଇଁଶୀ ବାଜିଲେ କୁହୁ
ରାଧା ତୁ ଛୁ…ରାଧା ତୁ ଛୁ…
ରାଧା ତୁ ଛୁ…ରାଧା ତୁ ଛୁ…
ରାଧା ତୁ ଛୁ…ରାଧା ତୁ ଛୁ…
°•. End .•°
Posted By – OdiaLyrics.Com™
Post Comment