Premara Khelare Jitigalu

Song » Premara Khelare Jitigalu •
Singer » Humane Sagar •
Music » Dilip Kumar •
Lyrics » Manoj Kumar Behera •

Premara Khelare Jitigalu Lyrics In Odia

°•. First Line .•°

ଭଲ ପାଇଥିଲି ତୋତେ ଜୀବନଠୁ ବେଶି ଲୋ
ଜୀବନ ମୋ ନେଇଗଲୁ
ଭଲ ପାଇଥିଲି ତୋତେ ଜୀବନଠୁ ବେଶି
ଜୀବନ ମୋ ନେଇଗଲୁ
କିଏ ଦେଲା ତୋତେ ପ୍ରିୟା ସରଗ ର ଖୁସି
ସାତପର କରିଦେଲୁ
ଭଲ ପାଇନୁ ତୁ କେବେ ହୃଦୟରୁ
ଭଲ ପାଇନୁ ତୁ କେବେ ହୃଦୟରୁ
ଖାଲି ମିଛି ମିଛି ଖେଳ ଖେଳୁଥିଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ

°•. Second Line .•°

ଭାଙ୍ଗିଦେଇ ଗଲୁ ଲୋ
ଛୋଟିଆ ହୃଦୟ ମୋ
କାହା ପାଇଁ କହ ଏତେ ହେଲୁ ନିର୍ଦୟ
ସହିବାର ସୀମା ମୋ
ସବୁ ଟପିଗଲା ଲୋ
କିଏ ବା ବୁଝିବ ମୋର ଛାତିର କୋହ
ଭାଙ୍ଗିଦେଇ ଗଲୁ ଲୋ
ଛୋଟିଆ ହୃଦୟ ମୋ
କାହା ପାଇଁ କହ ଏତେ ହେଲୁ ନିର୍ଦୟ
ସହିବାର ସୀମା ମୋ
ସବୁ ଟପିଗଲା ଲୋ
କିଏ ବା ବୁଝିବ ମୋର ଛାତିର କୋହ
ଭାବିଥିଲି ତୋତେ ନିଜଠୁ ନିଜର
କେମିତି ଲୋ ମୋତେ କରିଦେଲୁ ପର
ଖେଳି ଖେଳି ଜୀବନ ମୋ ନେଇଗଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ

°•. Third Line .•°

ତୋ ଓଠର ହସ ଲୋ
ଥିଲା ସବୁ ମିଛ ଲୋ
ବୁଝି ପାରିଲାନି ଏଇ ଅବୁଝା ମନ
ଜିଅନ୍ତା ମୋ ଜୁଇ ଲୋ
ଜଳୁଚି ମୁଁ ଆଜି ଲୋ
ବିନା ଦୋଷେ ଚାଲିଗଲା ମୋ ଜୀବନ
ତୋ ଓଠର ହସ ଲୋ
ଥିଲା ସବୁ ମିଛ ଲୋ
ବୁଝି ପାରିଲାନି ଏଇ ଅବୁଝା ମନ
ଜିଅନ୍ତା ମୋ ଜୁଇ ଲୋ
ଜଳୁଚି ମୁଁ ଆଜି ଲୋ
ବିନା ଦୋଷେ ଚାଲିଗଲା ମୋ ଜୀବନ
ମରିଯିବି ପ୍ରିୟା ମୁହେଁ ଦେଲେ ନିଆଁ
ମରିଯିବି ପ୍ରିୟା ମୁହେଁ ଦେଲେ ନିଆଁ
ଜୀବନ ମୋ ନେଇ ଖୁସି ପାଇଗଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ

°•. End .•°

Posted By – OdiaLyrics.Com™

Post Comment