Pageli Pari Khojibu Lo
Song » Pageli Pari Khojibu Lo •
Singer » Humane Sagar •
Music » Kumar Tapas •
Lyrics » Milan Mohapatra •
Pageli Pari Khojibu Lo Lyrics In Odia
°•. First Line .•°
ମୋ ଅଭିଶାପ ପଡିବ ଲୋ ତୋ ଉପରେ
ତୁ ରହି ପାରିବୁନି ପ୍ରିୟା କେବେ ଖୁସିରେ
ମୋ ଲୁହ ସବୁ ପଡିବ ଲୋ ତୋ ଉପରେ
ତୁ ରହି ପାରିବୁନି ପ୍ରିୟା କେବେ ଶାନ୍ତିରେ
ଦେଇଚୁ ଯତିକି ଯନ୍ତ୍ରଣା ଲୋ ମୋତେ
ସୁଧ ମୂଳ ମିଶି ହାଏ ମିଳିବ ଲୋ ତୋତେ
ଦେଇଚୁ ଯତିକି ଯନ୍ତ୍ରଣା ଲୋ ମୋତେ
ସୁଧ ମୂଳ ମିଶି ହାଏ ମିଳିବ ଲୋ ତୋତେ
ଅନୁତାପ ନିଆଁରେ ତୁ ଜଳିବୁ ଲୋ
ମୋତେ ପାଗେଳି ପରି…
ହଁ ପାଗେଳି ପରି ତୁ ଖୋଜିବୁ ଲୋ
ମୋତେ ପାଗେଳି ପରି…
ହଁ ପାଗେଳି ପରି ତୁ ଖୋଜିବୁ ଲୋ
°•. Second Line .•°
ଏତେ ହସୁଚୁ ତୁ ଯାହାକୁ ଲୋ ପାଇ
ସିଏ ପୁଣି ଦିନେ ତୋତେ ଦବ ଲୋ କନ୍ଦେଇ
ଏତେ ହସୁଚୁ ତୁ ଯାହାକୁ ଲୋ ପାଇ
ସେ ପୁଣି ଦିନେ ତୋତେ ଦବ ଲୋ କନ୍ଦେଇ
ଲୁହ ପୋଛିବାକୁ ନଥିବେ ଲୋ କେହି
ବିରହ ନିଆଁରେ ଲୋ ଜଳିବୁ ତୁହି
କରିଚୁ ତୁ ଯେତେ ଲୋ ଛଳନା ମୋ ସାଥେ
ତା ଠାରୁ ଅଧିକ ତୁ ପାଇବୁ ଲୋ ସତେ
କରିଚୁ ତୁ ଯେତେ ଲୋ ଛଳନା ମୋ ସାଥେ
ତା ଠାରୁ ଅଧିକ ତୁ ପାଇବୁ ଲୋ ସତେ
ଅନୁତାପ ନିଆଁରେ ତୁ ଜଳିବୁ ଲୋ
ମୋତେ ପାଗେଳି ପରି…
ହଁ ପାଗେଳି ପରି ତୁ ଖୋଜିବୁ ଲୋ
ମୋତେ ପାଗେଳି ପରି…
ହଁ ପାଗେଳି ପରି ତୁ ଖୋଜିବୁ ଲୋ
°•. Third Line .•°
କେତେ ଅଭିନୟ କରିବୁ ମୋ ସାଥେ
ଆଉ କେତେ ଉପହାର ଦବୁ ତୁ ଲୋ ମୋତେ
କେତେ ଅଭିନୟ କରିବୁ ମୋ ସାଥେ
ଆଉ କେତେ ଉପହାର ଦବୁ ତୁ ଲୋ ମୋତେ
ପ୍ରତିସୃତି ଯେତେ ଦେଇଥିଲୁ ମୋତେ
ପ୍ରତାରଣା ସାଜି ଆଜି ଜାଳୁଚି ଲୋ ମୋତେ
ଜାଳିଚୁ ଯେମିତି ପ୍ରିୟା ତୁ ଲୋ ମୋତେ
ସେମିତି ଜାଳିବ ଲୋ ମୋ ସ୍ମୃତି ତୋତେ
ଜାଳିଚୁ ଯେମିତି ପ୍ରିୟା ତୁ ଲୋ ମୋତେ
ସେମିତି ଜାଳିବ ଲୋ ମୋ ସ୍ମୃତି ତୋତେ
ଅନୁତାପ ନିଆଁରେ ତୁ ଜଳିବୁ ଲୋ
ମୋତେ ପାଗେଳି ପରି…
ହଁ ପାଗେଳି ପରି ତୁ ଖୋଜିବୁ ଲୋ
ମୋତେ ପାଗେଳି ପରି…
ହଁ ପାଗେଳି ପରି ତୁ ଖୋଜିବୁ ଲୋ
ମୋତେ ପାଗେଳି ପରି…
ହଁ ପାଗେଳି ପରି ତୁ ଖୋଜିବୁ ଲୋ
°•. End .•°
Posted By – OdiaLyrics.Com™
Post Comment