Nali Sadhi

Song » Nali Sadhi •
Singer » Babushaan Mohanty •
Music » Gourav Anand •
Lyrics » J.P. Wordsmith •

Nali Sadhi Lyrics In Odia

°•. First Line .•°

ଇଟିକିଲି ମିଟିକିଲି ଖେଳେନା ସଖି
ହୃଦୟ ଦୁଆରେ ତୋର ହାତକୁ ରଖି
କାଗଜକୁ ମୋଡି ଦେଇ ବିଡି ପରି
ପିଲାଦିନେ ଟାଣୁଥିଲୁ ମୋ ସାଙ୍ଗେ ବୋଲି
ତୋତେ ନେଇ କେତେ ଗପ ମୁଁ ଭାବିବି
ଗାଁ ପୋଖରୀକୁ ମାରି ଲକ୍ଷିଏ ଗୋଡି
ମୋ ବାରି କାନି କେବେ ଶୁଖିବ କି
ଛିଟ ପକା ତୋର ସେଇ ନାଲି ଶାଢି ନାଲି ଶାଢି
ନାଲି ଶାଢି ନାଲି ଶାଢି
ମୋ ବାରି କାନି କେବେ ଶୁଖିବ କି
ଛିଟ ପକା ତୋର ସେଇ ନାଲି ଶାଢି ନାଲି ଶାଢି
ନାଲି ଶାଢି ନାଲି ଶାଢି

°•. Second Line .•°

ଝରକାରେ ଖୁଞ୍ଚିଥିବା ଟିକି ତୋର ଆଇନାରେ
ମୁହଁ ସିନା ଦିଶେ ମନ ଦିଶେନି
ମପା ଛୁପା କଥା ତୋର ଆଉ ଭଲ ଲାଗୁନାହିଁ
ସିଧା ସିଧା କହ ଭଲ ପାଉଚି
ଚିକିଟା ମାଟିରେ ମୋ ହୃଦୟ ଗଢି
ତୋ ହାତରେ ଦବା ପାଇଁ ମୁଁ କରିନି ଡେରି
ପ୍ରେମରେ ସୁତ୍ର ଲିଖନ ଲେଖିନି ବୋଲି
ଯାହା ମନ କହିଲା ମୁଁ ଗାରେଇ ଦେଲି
ଥରେ ଭାଙ୍ଗି ଦେଇ ଆସେ ମୋ ପାଖକୁ
ତୋ ନିରବତା ରହେ ମାଟି ସୁରେଇ
ମୋ ବାରି କାନି କେବେ ଶୁଖିବ କି
ଛିଟ ପକା ତୋର ସେଇ ନାଲି ଶାଢି ନାଲି ଶାଢି
ନାଲି ଶାଢି ନାଲି ଶାଢି

°•. Third Line .•°

ପ୍ରେମ ଯଦି ଜାମୁ କୋଳି ନେବା ଆମେ ସବୁ ତୋଳି
ଅନୁମତି କାହାର ତୁ ଚାହୁଁ କି
ଚିଲା ଆଖି ମେଘ ପରି ଯେତେ ସବୁ ଲୋକ ମାନେ
ପାରିବେ କି ଏ କାହାଣୀକୁ ଢାଙ୍କି
ଦୁର ନଈ ବାଲି ବିଛଣା ଉପରେ
କାହା ପାଇଁ ଏ ନିଦ ପରଦା ମୋ ଯାଏ ଖୋଲି
ଗୋଟେ ହିଁ ଚେହେରା ଦିଶେ ସପନେ କାଇଁ
ଖୁସାମତି ଚାହେଁ ସିଏ ମୋ ଠାରୁ ଖାଲି
କଁସାରି ଘର ପାରା ମୋ ଏ ହୃଦୟ
ଯେତେ ଡରେଇଲେବି ତୁ ଯିବୁନି ଉଡି
ମୋ ବାରି କାନି କେବେ ଶୁଖିବ କି
ଛିଟ ପକା ତୋର ସେଇ ନାଲି ଶାଢି ନାଲି ଶାଢି
ନାଲି ଶାଢି ନାଲି ଶାଢି
ମୋ ବାରି କାନି କେବେ ଶୁଖିବ କି
ଛିଟ ପକା ତୋର ସେଇ ନାଲି ଶାଢି ନାଲି ଶାଢି
ନାଲି ଶାଢି ନାଲି ଶାଢି

°•. End .•°

Posted By – OdiaLyrics.Com™

Post Comment