Nabu Ki Sambalpur
Song » Nabu Ki Sambalpur •
Singer » Humane Sagar •
Singer » Ira Mohanty •
Music » Malaya Mishra •
Lyrics » Nihar Priyaashish •
Nabu Ki Sambalpur Lyrics In Odia
°•. First Line .•°
ପୁ – ମୋ ଧନ ସୁନା ଗେଲୁ ପୁଚୁ ରୁଷି ଯାଆନା
ଧାନ ଉସା ହାଣ୍ଡି ପରି ଆଉ ମୁହଁ ଫୁଲାନା
ମୋ ଧନ ସୁନା ଗେଲୁ ପୁଚୁ ରୁଷି ଯାଆନା
ଧାନ ଉସା ହାଣ୍ଡି ପରି ଆଉ ମୁହଁ ଫୁଲାନା
ଝି – ଆରେ ସିମ୍ପୁଲିଆ କଥା କହି ମୋତେ ଭୁଲାନା
ସାଉଁଲେଇ ସାଉଁଲେଇ ଏତେ ତେଲ ମାର୍’ନା
ପୁ – ତୋତେ ଯାତରା ଦେଖେଇ ନେବି
ଧନମଣି ଚାନ୍ଦି ର କଙ୍କଣ ଦେମି
ତୁଛାଟାରେ କାଇଁ ଏତେ ହଉ ଗାରୁ ଗାରୁ
ଝି – ମୋତେ ବୁଲେଇ ନବୁ କି କହ ସମ୍ବଲପୁରୁ
ପୁ – ଆଲୋ ଧାନ କଟା କଟି ସରୁ
ଝି – ମୋତେ ବୁଲେଇ ନବୁ କି କହ ସମ୍ବଲପୁରୁ
ପୁ – ଆଲୋ ଧାନ କଟା କଟି ସରୁ
°•. Second Line .•°
ପୁ – କିଣିଦେମି ତୋତେ ନାଲି ଝାଲିରି କୁ
ସମ୍ବଲପୁରୀ ଶାଢି
ପାଦକୁ ପାଉଁଜି ମଥାକୁ ଟିକିଲି
ଲାଗିବୁ ଲୋ ଲାଲ୍ ପରୀ
କିଣିଦେମି ତୋତେ ନାଲି ଝାଲିରି କୁ
ସମ୍ବଲପୁରୀ ଶାଢି
ପାଦକୁ ପାଉଁଜି ମଥାକୁ ଟିକିଲି
ଲାଗିବୁ ଲୋ ଲାଲ୍ ପରୀ
ଝି – ଆଉ ସେ ଶୁଣାନା ତୋ କଳ ଗାଉଣା
ଶୁଣି ଶୁଣି ମନ ମଲା
କେତେ ଆଶା କରି ଭଲ ପାଇଥିଲି
କାନ୍ଦି କାନ୍ଦି ଦିନ ଗଲା
ପୁ – ତୋତେ ରେଳରେ ବସେଇ ନେବି
ଧନ ତୋର ଫୋଟ ମୁଁ ଉଠେଇ ଦେମି
ଗେଲ ଟିକେ କଲେ କାଇଁ ଆଡ ରୁଷା ମାରୁ
ଝି – ମୋତେ ବୁଲେଇ ନବୁ କି କହ ସମ୍ବଲପୁରୁ
ପୁ – ଆଲୋ ଧାନ କଟା କଟି ସରୁ
ଝି – ମୋତେ ବୁଲେଇ ନବୁ କି କହ ସମ୍ବଲପୁରୁ
ପୁ – ଆଲୋ ଧାନ କଟା କଟି ସରୁ
°•. Third Line .•°
ପୁ – ବରଷକ ଧାନ ବିକିଦେମି ପଛେ
ମୋବାଇଲି ଦେମି ଖଞ୍ଜି
ଯାହା ତୁ କଇବୁ ତା ମୁଁ କରିମି
ହେଇଯା ତୁ ଟିକେ ରାଜି
ବରଷକ ଧାନ ବିକିଦେମି ପଛେ
ମୋବାଇଲି ଦେମି ଖଞ୍ଜି
ଯାହା ତୁ କଇବୁ ତାହା ମୁଁ କରିମି
ହେଇଯା ତୁ ଟିକେ ରାଜି
ଝି – ରୋଲ୍ କୁ ତୋର ରିଲ୍ ଅଭାବ
ମାର୍’ନା ତୁ ଫୁଟାଣି
ଦେଇଥିଲୁ ମୁଦି ଟେଙ୍ଗି ପିତଳରେ
ସୁନା ଝାଳ ବୋଳା ପାଣି
ପୁ – ତୋତେ ସିନେମା ଦେଖେଇ ଦେମି
ଧନମଣି ହୋଟେଲରେ ଖୁଆଇମି
ଛୋଟ ଛୋଟ କଥାକୁ ତୁ କାଇଁ ଏତେ ଧରୁ
ଝି – ମୋତେ ବୁଲେଇ ନବୁ କି କହ ସମ୍ବଲପୁରୁ
ପୁ – ଆଲୋ ଧାନ କଟା କଟି ସରୁ
ଝି – ମୋତେ ବୁଲେଇ ନବୁ କି କହ ସମ୍ବଲପୁରୁ
ପୁ – ଆଲୋ ଆଲୋ ଧାନ କଟା କଟି ସରୁ
ଝି – ମୋତେ ବୁଲେଇ ନବୁ କି କହ ସମ୍ବଲପୁରୁ
ପୁ – ଆଲୋ ଧାନ କଟା କଟି ସରୁ
ଝି – ମୋତେ ବୁଲେଇ ନବୁ କି କହ ସମ୍ବଲପୁରୁ
ପୁ – ଏ ଧନ ଧାନ କଟା କଟି ସରୁ
°•. End .•°
Posted By – OdiaLyrics.Com™
Post Comment