Na Re Na
Song » Na Re Na •
Singer » Humane Sagar •
Music » Prem Anand •
Lyrics » Arun Mantri •
Na Re Na Lyrics In Odia
°•. First Line .•°
ନା ରେ ନା…ନା ରେ ନା…
ନା ରେ ନା…ନା ରେ ନା…
ବଞ୍ଚି ପାରିବିନି ମୁଁ ତୋ ବିନା
ନା ରେ ନା…ନା ରେ ନା…
ତୁ ଜୀବନ ହେଲେ ମୁଁ ଦେହ
କିଏ ଅଲଗା କରିବ କହ
ତୁ ଜୀବନ ହେଲେ ମୁଁ ଦେହ
କିଏ ଅଲଗା କରିବ କହ
ମୋ ଉପରେ ଏତେ ଅଭିମାନ କାଇଁ
ରୁଷିବାକୁ ତୋତେ ମନା
ନା ରେ ନା…ନା ରେ ନା…
ନା ରେ ନା…ନା ରେ ନା…
°•. Second Line .•°
ତୋ ବିନା ମୁଁ ଅନ୍ଧ ସବୁ ତ ଅନ୍ଧାର
ଦିଶେ ନାହିଁ ମୋତେ ବାଟ
ଡେଣା କଟିଥିବା ଚଢେଇ ଟେ ପରି
ହଉଚି ମୁଁ ଛଟପଟ
ତୋ ବିନା ମୁଁ ଅନ୍ଧ ସବୁ ତ ଅନ୍ଧାର
ଦିଶେ ନାହିଁ ମୋତେ ବାଟ
ଡେଣା କଟିଥିବା ଚଢେଇ ଟେ ପରି
ହଉଚି ମୁଁ ଛଟପଟ
ତୁ ଥରୁଟେ ଖୋଲିଦେ ଆଖି
ମୋତେ ବେବି ବୋଲି ଦେ ଡାକି
ସେରକ ପୁରିଲା ମନକ ପୁରିଲା
ଶୋଇବାକୁ ତୋତେ ମନା
ନା ରେ ନା…ନା ରେ ନା…
ନା ରେ ନା…ନା ରେ ନା…
°•. Third Line .•°
ବାକି ଅଛି ମୋର ଜୀବନ ଯେତିକି
ନେଇଯା ନକରି ଡେରି
ତୁନି ତୁନି ତୋର କୁନି ଓଠ ଧାରେ
ହସ ଟିକେ ଆସୁ ଫେରି
ବାକି ଅଛି ମୋର ଜୀବନ ଯେତିକି
ନେଇଯା ନକରି ଡେରି
ତୁନି ତୁନି ତୋର କୁନି ଓଠ ଧାରେ
ହସ ଟିକେ ଆସୁ ଫେରି
ଭୁଲ୍ କରିଥିଲେ ଦେ କ୍ଷମା
ତୋତେ ଦଉଥିବି ଖାଲି ଚୁମା
ତୋର ମୋର ଗପ ସବୁବେଳେ ସତ
ରାଗିବାକୁ ତୋତେ ମନା
ନା ରେ ନା…ନା ରେ ନା…
ନା ନା ନା…ନା ରେ ନା…
°•. End .•°
Posted By – OdiaLyrics.Com™