Mun Santire Samadhi Re

Song » Mun Santire Samadhi Re •
Singer » Suresh Wadekar •
Music » Gagan Bihari Jena •
Lyrics » Panchanan Nayak •

Mun Santire Samadhi Re Lyrics In Odia

°•. First Line .•°

ତୁ ଦେଲେ ପାଣି ଟୋପେ ଆତ୍ମା ମୋର ହବ ଶାନ୍ତି
ଛାଡି ଯିବି ଏ ପୃଥିବୀ ନେଇଯିବି ମୁଁ ସମାଧି
ନେଇଯିବି ମୁଁ ସମାଧି
ମନ ଚାହୁଁଥିଲା ଏଇ ଜନମରେ
ଦେଖିବି ତୋ ବଧୂ ବେଶ
ହତଭାଗା ବୋଲି ତୋତେ ହରେଇଲି
ରହିଗଲା ଅବଶୋଷ

ମୁଁ ଶାନ୍ତିରେ ସମାଧିରେ ଶୋଇ ପାରିବିନି ଲୋ
ସମାଧିରେ ଶୋଇ ପାରିବିନି
ମୁଁ ରାତିରେ ମଶାଣୀରେ ରହି ପାରିବିନି ଲୋ
ମଶାଣୀରେ ରହି ପାରିବିନି
ତୋତେ ରାଣ ଦେଲି ପ୍ରିୟା ମୋର ତୁ କାନ୍ଦିବୁନି ଲୋ
ମୁଁ ଶାନ୍ତିରେ ସମାଧିରେ ଶୋଇ ପାରିବିନି
ମୁଁ ରାତିରେ ମଶାଣୀରେ ରହି ପାରିବିନି

°•. Second Line .•°

ସମାଧିରେ ମୋ କଙ୍କାଳ ଯେତେ ଦିନ ଥିବ
ଆତ୍ମା ମୋର ଛାଇ ପରି ତୋତେ ଲୋ ଜଗିବ
ସମାଧିରେ ମୋ କଙ୍କାଳ ଯେତେ ଦିନ ଥିବ
ଆତ୍ମା ମୋର ଛାଇ ପରି ତୋତେ ଲୋ ଜଗିବ
ରାଣ ଦେଲି ମଥା ପିଟି ତୁ କାନ୍ଦିବୁନି ଲୋ
ମୁଁ ଶାନ୍ତିରେ ସମାଧିରେ ଶୋଇ ପାରିବିନି
ମୁଁ ରାତିରେ ମଶାଣୀରେ ରହି ପାରିବିନି

°•. Third Line .•°

ଗୋଟେ ବୋଲି ଦୁଃଖ ମୋର ରହିଲା ଲୋ ଜୀବନେ
ମଣିଷ ହେବି କି ନାହିଁ ଆଉ କେଉଁ ଜନମେ
ଗୋଟେ ବୋଲି ଦୁଃଖ ମୋର ରହିଲା ଲୋ ଜୀବନେ
ମଣିଷ ହେବି କି ନାହିଁ ଆଉ କେଉଁ ଜନମେ
ରାଣ ଦେଲି ଆଉ କେବେ ତୁ କାନ୍ଦିବୁନି ଲୋ
ମୁଁ ଶାନ୍ତିରେ ସମାଧିରେ ଶୋଇ ପାରିବିନି
ମୁଁ ରାତିରେ ମଶାଣୀରେ ରହି ପାରିବିନି
ତୋତେ ରାଣ ଦେଲି ପ୍ରିୟା ମୋର ତୁ କାନ୍ଦିବୁନି ଲୋ

°•. End .•°

Posted By – OdiaLyrics.Com™

Post Comment