Mu Chithi Lekhichi Mo Nilamani Ku
Song » Mu Chithi Lekhichi Mo Nilamani Ku •
Singer » Kumar Bapi •
Music » Deepak Kumar •
Lyrics » Alekh Biswal •
Mu Chithi Lekhichi Mo Nilamani Ku Lyrics In Odia
°•. First Line .•°
ହାତ ଠାରି ମୋତେ ଡାକିବ କି ସତେ
ହାତ ଠାରି ମୋତେ ଡାକିବ କି ସତେ
ରଥ ଯାତରା କୁ ଏ ଦୁଃଖିକୁ ପୁରୀ କୁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
ହାତ ଠାରି ମୋତେ ଡାକିବ କି ସତେ
ହାତ ଠାରି ମୋତେ ଡାକିବ କି ସତେ
ରଥ ଯାତରା କୁ ଏ ଦୁଃଖିକୁ ପୁରୀ କୁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
°•. Second Line .•°
ଭାବ ବିନ ଦିଆ ମୋର ଭାବ ବୁଝି ପାରିବ
ନନ୍ଦିଘୋଷ ଅଟକାଇ ମୋତେ ହାତ ଠାରିବ
ଭାବ ବିନ ଦିଆ ମୋର ଭାବ ବୁଝି ପାରିବ
ନନ୍ଦିଘୋଷ ଅଟକାଇ ମୋତେ ହାତ ଠାରିବ
ଲାଗିଲେ ତା ଡୋରି ଯିବି ପୁରୀ ଭାବେ ମୁଁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
°•. Third Line .•°
ନନ୍ଦିଘୋଷେ ବସିଥିବ ମୋର କଳା ବାମନ
ବଡ ଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ
ନନ୍ଦିଘୋଷେ ବସିଥିବ ମୋର କଳା ବାମନ
ବଡ ଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ
ରଥ ଟାଣୁଥିବି ଜାଣୁଥିବି ଧନ୍ୟ ମୁଁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
ହାତ ଠାରି ମୋତେ ଡାକିବ କି ସତେ
ହାତ ଠାରି ମୋତେ ଡାକିବ କି ସତେ
ରଥ ଯାତରା କୁ ଏ ଦୁଃଖିକୁ ପୁରୀ କୁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
ମୁଁ ଚିଠି ଲେଖିଚି ମୋ ନୀଳମଣି କୁ
°•. End .•°
Posted By – OdiaLyrics.Com™
0 comments