Mathare Tumara Aau Ka Sindura
Song » Mathare Tumara Aau Ka Sindura •
Singer » Humane Sagar •
Music » Suresh Panda •
Lyrics » N. Priti Ranjan •
Mathare Tumara Aau Ka Sindura Lyrics In Odia
°•. First Line .•°
ମଥାରେ ତୁମର ଆଉକା ସିନ୍ଦୁର
କହେ ସେ ସିନ୍ଦୁର ତୁମେ ନୁହଁ ମୋର
ମଥାରେ ତୁମର ଆଉକା ସିନ୍ଦୁର
କହେ ସେ ସିନ୍ଦୁର ତୁମେ ନୁହଁ ମୋର
କହିବକି ପ୍ରିୟା କାଇଁ କଲ ପର
କହିବକି ପ୍ରିୟା କାଇଁ କଲ ପର
କି ଦେବ ଉତ୍ତର ତୁମେ କି ଦେବ ଉତ୍ତର
କି ଦେବ ଉତ୍ତର ତୁମେ କି ଦେବ ଉତ୍ତର
ଧରିବାର ଥିଲା ଯଦି କାହା ହାତ
କହି ପାରିଥାନ୍ତ ମୋତେ ସବୁ ସତ
କଷ୍ଟ ଲାଗେ ନିଜ ଲୋକ କଲେ ପର
କଷ୍ଟ ଲାଗେ ନିଜ ଲୋକ କଲେ ପର
କି ଦେବ ଉତ୍ତର ତୁମେ କି ଦେବ ଉତ୍ତର
କି ଦେବ ଉତ୍ତର ତୁମେ କି ଦେବ ଉତ୍ତର
°•. Second Line .•°
ମିଛଥିଲା ତୁମ ଅଭିନୟ
ସତ ଭାବୁଥିଲା ଏଇ ମନ
ସବୁକଥା ମନଗଢା ଥିଲା
ମିଛଥିଲା ରାଗ ଅଭିମାନ
ଫଗୁଣ ଲାଗୁଚି ଫିକା ଫିକା
ସବୁ ଫୁଲ ଲାଗେ ରଙ୍ଗହୀନ
ସେଇ ଚଲାବାଟ ଲାଗେ ଏକା
ପାଉନାହିଁ ତୁମ ପାଦ ଚିହ୍ନଁ
ମୋ ଭଲ ପାଇବା ବିଶ୍ୱାସରେ ତୁମେ
ଭରୁଥିଲ କାଇଁ ମୃଦୁ ହଜର
ବିଶ୍ୱାସରେ ବିଷ ଦେବାର କାରଣ
ବିଶ୍ୱାସରେ ବିଷ ଦେବାର କାରଣ
କି ଦେବ ଉତ୍ତର ତୁମେ କି ଦେବ ଉତ୍ତର
କି ଦେବ ଉତ୍ତର ତୁମେ କି ଦେବ ଉତ୍ତର
°•. Third Line .•°
କଉ ଜନମର ପ୍ରତିଶୋଧ
ଏଇ ଜନମରେ ନେଇଗଲ
ପ୍ରତାରଣା ତୁମ ପ୍ରେମ ପାଖେ
ଥିଲା ଢେଉ ପାଇଁ ବାଲିଘର
ଶ୍ରାବଣ ଲାଗୁଚି ସୁଖା ସୁଖା
ସୁଖୁନି ମୋ ଆଖି ଲୁହ ଧାର
କେତେ ଭିଜୁଥିଲେ ଅଧା ଅଧା
ସବୁ ଭୁଲି କଲ ସାତପର
ମଥାରେ ତୁମର ଓଢଣା ସୁନ୍ଦର
ସେ ଓଢଣା କହେ ତୁମେ ନୁହଁ ମୋର
କହୁଚି କହିବି ତୁମେ ସ୍ୱାର୍ଥପର
କହୁଚି କହିବି ତୁମେ ସ୍ୱାର୍ଥପର
କି ଦେବ ଉତ୍ତର ତୁମେ କି ଦେବ ଉତ୍ତର
କି ଦେବ ଉତ୍ତର ତୁମେ କି ଦେବ ଉତ୍ତର
କି ଦେବ ଉତ୍ତର ତୁମେ କି ଦେବ ଉତ୍ତର
କି ଦେବ ଉତ୍ତର ତୁମେ କି ଦେବ ଉତ୍ତର
°•. End .•°
Posted By – OdiaLyrics.Com™
Post Comment