Mate Deidele Asubidha Kana
Song » Mate Deidele Asubidha Kana •
Singer » Humane Sagar •
Music » Baidyanath Dash •
Lyrics » Arun Mantri •
Mate Deidele Asubidha Kana Lyrics In Odia
°•. First Line .•°
ତୁ ସୁନ୍ଦରୀ ହେଇଚୁ ବୋଲି ବେଶି ଫୁଲେଇ ହଉଚୁ
ଅନେଇ ଦେଲେ ମୁଁ ତୋତେ ମୁହଁ ବୁଲେଇ ଯାଉଚୁ
ତୁ ସୁନ୍ଦରୀ ହେଇଚୁ ବୋଲି ବେଶି ଫୁଲେଇ ହଉଚୁ
ଅନେଇ ଦେଲେ ମୁଁ ତୋତେ ମୁହଁ ବୁଲେଇ ଯାଉଚୁ
ହାଏ ଲୋ ମୋର ଲଟଣି ପାରା
କାହିଁକି ମୋତେ ଦଉନୁ ଧରା
ଏକା ଏକା ରହିବୁ କେତେ ଦିନ
ତୁ କେବେ ନା କେବେ କାହାକୁ ଦବୁ ତୋ ମନ
ମୋତେ ଦେଇଦେଲେ ଅସୁବିଧା କଣ
ହାଏ ତୁ କେବେ ନା କେବେ କାହାକୁ ଦବୁ ତୋ ମନ
ମୋତେ ଦେଇଦେଲେ ଅସୁବିଧା କଣ
°•. Second Line .•°
କଉ ଗୁଣରେ ମୁଁ କମ୍ ନୁହେଁ ଲୋ
କିଛି ତ ଅଭାବ ନାହିଁ
ଚେହେରା ବି ମୋର ଡଉଲ ଡାଉଲ
ଦିୱାନି ଲକ୍ଷେ ମୋ ପାଇଁ
କଉ ଗୁଣରେ ମୁଁ କମ୍ ନୁହେଁ ଲୋ
କିଛି ତ ଅଭାବ ନାହିଁ
ଚେହେରା ବି ମୋର ଡଉଲ ଡାଉଲ
ଦିୱାନି ଲକ୍ଷେ ମୋ ପାଇଁ
ହାଏ ଲୋ ମୋର ଲାବନ୍ଯ ବତି
ସୁନା ରେ ତୋତେ ଦେବି ଲୋ ପୋତି
ଟେକା ମାରି ଝଡେଇ ଦେବି ଜହ୍ନ
ତୁ କେବେ ନା କେବେ କାହାକୁ ଦବୁ ତୋ ମନ
ମୋତେ ଦେଇଦେଲେ ଅସୁବିଧା କଣ
ହାଏ ତୁ କେବେ ନା କେବେ କାହାକୁ ଦବୁ ତୋ ମନ
ମୋତେ ଦେଇଦେଲେ ଅସୁବିଧା କଣ
°•. Third Line .•°
ଯାହା ତୁ କହିବୁ ତାହା ମୁଁ କରିବି
Audi ରେ ବୁଲେଇ ନେବି
କାମ ତୁ ନକରି ଘରେ ତ ବସିଲେ
ଦୋଳି ରେ ଝୁଲେଇ ଦେବି ହାଏ
ହୋ… ଯାହା ତୁ କହିବୁ ତାହା ମୁଁ କରିବି
Audi ରେ ବୁଲେଇ ନେବି
କାମ ତୁ ନକରି ଘରେ ତ ବସିଲେ
ଦୋଳି ରେ ଝୁଲେଇ ଦେବି ହାଏ
ହାଏ ଲୋ ମୋର ଲଚ୍କମଣି
ଯାଆନା ଉଡି ଖାଆନା କାନି
ଏତେ କାଇଁ ହଉଚୁ କନ କନ
ତୁ କେବେ ନା କେବେ କାହାକୁ ଦବୁ ତୋ ମନ
ମୋତେ ଦେଇଦେଲେ ଅସୁବିଧା କଣ
ହୋ ତୁ କେବେ ନା କେବେ କାହାକୁ ଦବୁ ତୋ ମନ
ମୋତେ ଦେଇଦେଲେ ଅସୁବିଧା କଣ
°•. End .•°
Posted By – OdiaLyrics.Com™