Masani Jauchi Tate Chhadi

Song » Masani Jauchi Tate Chhadi •
Singer » Manas Kumar •
Music » Manas Kumar •
Lyrics » Ganesh Kumar •

Lyrics In English

Masani Jauchi Tate Chhadi Lyrics

°•. First Line .•°

ତୋ ଦୁଆରେ ବାଜିଲାଣି ତୋ ଶୁଭ ସାହାନାଇ
ମୋ ଦୁଆରେ ବାଜିଲାଣି ମୃଦଙ୍ଗ ଝାଞ୍ଜ ଖଞ୍ଜଣି

ତୋ ଦୁଆରେ ବାଜିଲାଣି ତୋ ଶୁଭ ସାହାନାଇ
ମୋ ଦୁଆରେ ବାଜିଲାଣି ମୃଦଙ୍ଗ ଝାଞ୍ଜ ଖଞ୍ଜଣି
ତୋ ଦୁଆରେ ବାଜିଲାଣି ତୋ ଶୁଭ ସାହାନାଇ
ମୋ ଦୁଆରେ ବାଜିଲାଣି ମୃଦଙ୍ଗ ଝାଞ୍ଜ ଖଞ୍ଜଣି
ତୋ ଘରକୁ ଲାଗି ମୋ ଘର
ତୋ ଘରେ ଶୁଭ ମୋ ଘରେ ଅଶୁଭ
ଆସିଲାଣି ବର ତୋର କରି ରଶଣି
ମଶାଣୀ ଯାଉଚି ମଶାଣୀ ଯାଉଚି
ଅଧାରେ ରଖି ମୋ କାହାଣୀ
ମଶାଣୀ ଯାଉଚି ମଶାଣୀ ଯାଉଚି
ଅଧାରେ ରଖି ମୋ କାହାଣୀ

°•. Second Line .•°

ମୋ ଶବ ଯାଉଚି ଗାଁ ମୁଣ୍ଡ ଦେଇ
ମୋ ସାହି ଭାଇ ମୋତେ ନଉଚନ୍ତି ବୋହି
ମଶାଣୀ ଭୁଇଁରେ ମୋତେ ଛାଡିଦେଇ
ଆସିବେ ସବୁ ଏକା ଥିବି ଲୋ ମୁହିଁ
ମୋ ଶବ ଯାଉଚି ଗାଁ ମୁଣ୍ଡ ଦେଇ
ମୋ ସାହି ଭାଇ ମୋତେ ନଉଚନ୍ତି ବୋହି
ମଶାଣୀ ଭୁଇଁରେ ମୋତେ ଛାଡିଦେଇ
ଆସିବେ ସବୁ ଏକା ଥିବି ଲୋ ମୁହିଁ
ରହିଗଲା ମୋର ଅବଶୋଶ
ଦେଖି ପାରିଲିନି ତୋର ବୋଧୁ ବେଶ
ଶାଶୁଘର ଯିବୁ ଚାଲି ସାଜି ବୋହୁ ରାଣୀ
ମଶାଣୀ ଯାଉଚି ମଶାଣୀ ଯାଉଚି
ଅଧାରେ ରଖି ମୋ କାହାଣୀ
ମଶାଣୀ ଯାଉଚି ମଶାଣୀ ଯାଉଚି
ଅଧାରେ ରଖି ମୋ କାହାଣୀ

°•. Third Line .•°

ଆଉ ଥରେ ନେବି ମଣିଷ ଜନମ
ସାଜିବା ଆମେ ବର କନିଆଁ
ଏ ଜନମେ ସିନା ହେଲୁ ନାହିଁ ମୋର
ଆର ଜନମରେ ଜାଣିବ ଦୁନିଆଁ
ଆଉ ଥରେ ନେବି ମଣିଷ ଜନମ
ସାଜିବା ଆମେ ବର କନିଆଁ
ଏ ଜନମେ ସିନା ହେଲୁ ନାହିଁ ମୋର
ଆର ଜନମରେ ଜାଣିବ ଦୁନିଆଁ
ଯଉଠି ଥା ତୁ ଥା ଭଲରେ
ମୋ ପ୍ରେମ ଜଳୁ ପଛେ ଜୁଇ ନିଆଁରେ
ମୋ ଦଶ ଦିନ ଟେକି ଦବୁ ଆଞ୍ଜୁଳାଏ ପାଣି
ମଶାଣୀ ଯାଉଚି ମଶାଣୀ ଯାଉଚି
ଅଧାରେ ରଖି ମୋ କାହାଣୀ
ମଶାଣୀ ଯାଉଚି ମଶାଣୀ ଯାଉଚି
ହାଏ ଅଧାରେ ରଖି ମୋ କାହାଣୀ
ହୋ ଅଧାରେ ରଖି ମୋ କାହାଣୀ
ଅଧାରେ ରଖି ମୋ କାହାଣୀ

°•. End .•°

Posted By – OdiaLyrics.Com™