Mana Bujhena
Song » Mana Bujhena •
Singer » Humane Sagar •
Singer » Aseema Panda •
Music » Abinash Mishra •
Lyrics » Sunil Maharana •
Mana Bujhena Lyrics In Odia
°•. First Line .•°
ପୁ – ଏମିତି ତୋ ରୁପ ସତେ ଲାଗେ
କଉ କବି ର କଳ୍ପନା
ଏମିତି ତୋ ହସ ସତେ ଲାଗେ
ରୁପା ଜହ୍ନ ର ଜଛନା
ଏମିତି ତୋ ରୁପ ସତେ ଲାଗେ
କଉ କବି ର କଳ୍ପନା
ଏମିତି ତୋ ହସ ସତେ ଲାଗେ
ରୁପା ଜହ୍ନ ର ଜଛନା
ଝି – ଏମିତି ତୁ ରଙ୍ଗ ଲଗେଇଲୁ
ରହି ପାରୁନି ତୋ ବିନା
ଏମିତି ତୁ ଲାଜ ଶିଖେଇଲୁ
ଦେଖି ପାରୁନି ଆଇନା
ପୁ – ତୋତେ ଟିକେ ଦେଖିବାକୁ
ଆଖି ଖୋଜେ ବାହାନା
ତୋତେ ଅଳ୍ପ ଦେଖିଲେ
ଏଇ ମନ ବୁଝେନା
ତୋତେ ଅଳ୍ପ ଛୁଇଁଲେ
ହାଏ ଭଲ ଲାଗେନା
ଝି – ତୋତେ ଅଳ୍ପ ଖୋଜିଲେ
ଏ ମନ ବୁଝେନା
ତୋତେ ଅଳ୍ପ ଭାବିଲେ
ହାଏ ଭଲ ଲାଗେନା
°•. Second Line .•°
ପୁ – ସପନେ ଆସି ମୋତେ କରିଲୁ ଚୋରି
ଚୋରି ହେଲା ମୋ ମନ ପ୍ରଥମ କରି
ତୋ ପ୍ରେମ ମୋତେ ଦେଲା ରେ ମାରି
ଝି – ତୋ ପ୍ରେମ ରଙ୍ଗ ମୋତେ କଲା ସୁନ୍ଦରୀ
ନେଇଗଲୁ ତୁ ମୋତେ ନିଜର କରି
ଲାଗେ ନାହିଁ ଆଉ ମୁଁ ମୋ ପରି
ପୁ – ତୋ ପାଖରେ ହଜିବାକୁ
ଖୋଜେ ଖାଲି ବାହାନା
ଝି – ତୋତେ ଅଳ୍ପ ଖୋଜିଲେ
ଏ ମନ ବୁଝେନା
ତୋତେ ଅଳ୍ପ ଭାବିଲେ
ହାଏ ଭଲ ଲାଗେନା
ପୁ – ତୋତେ ଅଳ୍ପ ଦେଖିଲେ
ଏ ମନ ବୁଝେନା
ତୋତେ ଅଳ୍ପ ଛୁଇଁଲେ
ହାଏ ଭଲ ଲାଗେନା
°•. Third Line .•°
ଝି – ତୁ ଥିଲେ ପାଖେ ପାଖେ ଭଲ ଲାଗେ ରେ
ତୋତେ କାଇଁ ମୋ ଆଖି ଏତେ ଖୋଜେ ରେ
ମୁଁ ତୋର ହେଇଗଲି ବୋଧେ ରେ
ପୁ – ଛୁଇଁ ତୁ ଗଲୁ ମୋତେ ପ୍ରେମ ପାଗ ରେ
ହଜିଗଲା ମୋ ମନ ତୋ ପାଖରେ
ତୋ ଛୁଆଁ ଭାରି ମିଠା ଲାଗେ ରେ
ଝି – ତୋତେ ଟିକେ ଛୁଇଁବାକୁ
ଖୋଜେ ଖାଲି ବାହାନା
ପୁ – ତୋତେ ଅଳ୍ପ ଦେଖିଲେ
ଏ ମନ ବୁଝେନା
ତୋତେ ଅଳ୍ପ ଛୁଇଁଲେ
ହାଏ ଭଲ ଲାଗେନା
ଝି – ତୋତେ ଅଳ୍ପ ଖୋଜିଲେ
ଏ ମନ ବୁଝେନା
ତୋତେ ଅଳ୍ପ ଭାବିଲେ
ହାଏ ଭଲ ଲାଗେନା
°•. End .•°
Posted By – OdiaLyrics.Com™