Mahua Pani Saturi Tanka Aatheni
Song » Mahua Pani Saturi Tanka Aatheni •
Singer » Kuldeep Pattnaik •
Singer » Aseema Panda •
Music » Gaurav Anand •
Lyrics » Dr. Nirmal Nayak •
Mahua Pani Saturi Tanka Aatheni Lyrics In Odia
°•. First Line .•°
ଝି – ଲୁସ୍’କୁ ଲୁସା ମୋର ଢଲିଆ ଖୁସା
ଦେଖି ଧଙ୍ଗରା ମନ ହୁଏ ଛୋ ଛୋ ପଇସା
ମୋ ଆଖିରେ ନିଶା ମୋ ଓଠରେ ନିଶା
ଟିକେ ଦେଖି ଚାହିଁକି ଧନ ନଜର ମିଶା
ପୁ – ରସବତୀ ଆଲୋ ରସ ମନ୍ଦାର
କେମିତି ହେଲୁ ତୁ ଏତେ ସୁନ୍ଦର
ବୟସର ଦୋଷ ବଢିଯାଏ ଶୋଷ
ଲାଜ ତୋର ମୋତେ ବାୟା କଲାଣି
ଆ ଢୋକ ଢୋକ ଢୋକ ଢୋକ
ପିଏଇ ଦେ ମହୁଆ ପାଣି
ଦେବି ସତୁରି ଟଙ୍କା ଆଉ ଆଠେଣି
ମୋ ପକେଟ୍ ରୁ ଗଣି ଗଣି
ଝି – ଆ ଢୋକ ଢୋକ ଢୋକ ଢୋକ
ପିଏଇ ଦେବି ମହୁଆ ପାଣି
ଦେ ସତୁରି ଟଙ୍କା ଆଉ ଆଠେଣି
ତୋ ପକେଟ୍ ରୁ ଗଣି ଗଣି
°•. Second Line .•°
ଝି – ବଜାର ଭିଡରେ ହଜାରେ ରସିଆ
ରାତି ଦିନ ମୋ ପଛରେ ସାଲୁ ବାଲୁ
କିଏ ସେ କହୁଚି ଇଲୁ ଇଲୁ ମୋତେ
କିଏ ପୁଣି ଡାକେ ଓୟେ ଗେଲୁ
ପୁ – ଅଣ୍ଟା ତୋ ସରୁଆ ଆଖି ତୋ ଧାରୁଆ
ତୋତେ ଦେଖି ମନ ମୋର ଛକପକ
ଯଉ ବାଟେ ଯାଉ ଗରା ଦେହରୁ
ଅତର ଝରେ ଥପ ଥପ
…
ପୁ – କିଏ କହେ ତୋତେ କଷି ଧାଙ୍ଗିରି
କିଏ କହେ ତୋତେ କଞ୍ଚା ଅଙ୍ଗୁରି
ତୋତେ ଦେଖି ମଣି ପଗଳା ହେଲିଣି
ଜଲ୍’ଜିରା ଚାଟି ଦିନ ଗଲାଣି
°•. Third Line .•°
ପୁ – ଆଲୋ ଚନ୍ଦରମୁଖୀ ତୁ ଭାରି ଛନକି
ତୋ ରୁପକୁ ଦେଖି ତଣ୍ଟି ଯାଏ ଶୁଖି
ଝି – ଚିକଣ ଚାକଣ ରସ ଡୁମେର
ଫସେଇ ଦେଲୁ ରେ କଳା ଭମର
ହାଏ ମୋ ରସିଆ ପର ଦେଶିଆ ରେ
ତୋ ନାଆଁରେ ମୋ ନାଆଁ ଲେଖି ଦେଲିଣି
ପୁ – ଆ ଢୋକ ଢୋକ ଢୋକ ଢୋକ
ପିଏଇ ଦେ ମହୁଆ ପାଣି
ଦେବି ସତୁରି ଟଙ୍କା ଆଉ ଆଠେଣି
ମୋ ପକେଟ୍ ରୁ ଗଣି ଗଣି
ଝି – ଆ ଢୋକ ଢୋକ ଢୋକ ଢୋକ
ପିଏଇ ଦେବି ମହୁଆ ପାଣି
ଦେ ସତୁରି ଟଙ୍କା ଆଉ ଆଠେଣି
ତୋ ପକେଟ୍ ରୁ ଗଣି ଗଣି
°•. End .•°
Posted By – OdiaLyrics.Com™
Post Comment