Loda Nahin To Bhali Premika
Song » Loda Nahin To Bhali Premika •
Singer » Humane Sagar •
Music » JN Padma •
Lyrics » Ranjit Das •
Loda Nahin To Bhali Premika Lyrics In Odia
°•. First Line .•°
ତୋ ଅଭିନୟକୁ ମୁଁ ସତ ଭାବିଲି
ଏଡେ ମିଛେଇ ବୋଲି ମୁଁ ଜାଣି ନଥିଲି
ତୋ ଅଭିନୟକୁ ମୁଁ ସତ ଭାବିଲି
ଏଡେ ମିଛେଇ ବୋଲି ମୁଁ ଜାଣି ନଥିଲି
ନିରାସ କଲୁ ତୁ ମରଣ ଦେଲୁ ତୁ
ନିରାସ କଲୁ ତୁ ମରଣ ଦେଲୁ ତୁ
ଭାଙ୍ଗିଦେଲୁ ମୋର ଭରସା
ବାସ୍ ସେତିକି ଥାଉ ପ୍ରେମ ତୋ ପାଖରେ ପ୍ରିୟା
ଲୋଡା ନାହିଁ ଆଉ ତୋ ଭଳି ପ୍ରେମିକା
ବାସ୍ ସେତିକି ଥାଉ ପ୍ରେମ ତୋ ପାଖରେ ପ୍ରିୟା
ଲୋଡା ନାହିଁ ଆଉ ତୋ ଭଳି ପ୍ରେମିକା
°•. Second Line .•°
ତୋ ରାଗ ଅଭିମାନ ମୁଁ ସବୁ ସହିଲି
ନିଜ ଖୁସି ଭୁଲି ତୋର ଖୁସି ମୁଁ ଚାହିଁଲି
ତୋ ରାଗ ଅଭିମାନ ମୁଁ ସବୁ ସହିଲି
ନିଜ ଖୁସି ଭୁଲି ତୋର ଖୁସି ମୁଁ ଚାହିଁଲି
ତୋ ଇଚ୍ଛା ଅନିଚ୍ଛା ମୁଁ ସବୁ ବୁଝିଗଲି
ଖୁସି ଟିକେ ପାଇଁ ତୋର ସବୁ ମାନିଗଲି
ଏଡେ କପଟି ତୁ ମାୟାବିନୀ ଝିଅ ତୁ
ଏଡେ କପଟି ତୁ ମାୟାବିନୀ ଝିଅ ତୁ
ଜାଳିଦେଲୁ ମୋର ଭରସା
ବାସ୍ ସେତିକି ଥାଉ ପ୍ରେମ ତୋ ପାଖରେ ପ୍ରିୟା
ଲୋଡା ନାହିଁ ଆଉ ତୋ ଭଳି ପ୍ରେମିକା
ବାସ୍ ସେତିକି ଥାଉ ପ୍ରେମ ତୋ ପାଖରେ ପ୍ରିୟା
ଲୋଡା ନାହିଁ ଆଉ ତୋ ଭଳି ପ୍ରେମିକା
°•. Third Line .•°
ତୋ ମନେ ପ୍ରତାରଣା ଥିଲା ଲୋ ଭରି
ଅନ୍ଧ ସାଜି ମୁଁ ସବୁ ଦେଲି ଲୋ ପାସରି
ତୋ ମନେ ପ୍ରତାରଣା ଥିଲା ଲୋ ଭରି
ଅନ୍ଧ ସାଜି ମୁଁ ସବୁ ଦେଲି ଲୋ ପାସରି
କରୁଥିଲି ତୋତେ ମୁଁ ଏତେ ଲୋ ବିଶ୍ୱାସ
ଚାଲୁଥିଲା ତୋ ପାଇଁ ମୋରି ନିଶ୍ୱାସ
ଏଡେ ସ୍ୱାର୍ଥପର ତୁ ବେଇମାନି ଝିଅ ତୁ
ଏଡେ ସ୍ୱାର୍ଥପର ତୁ ବେଇମାନି ଝିଅ ତୁ
ଭାଙ୍ଗିଦେଲୁ ମୋର ଭରସା
ବାସ୍ ସେତିକି ଥାଉ ପ୍ରେମ ତୋ ପାଖରେ ପ୍ରିୟା
ଲୋଡା ନାହିଁ ଆଉ ତୋ ଭଳି ପ୍ରେମିକା
ବାସ୍ ସେତିକି ଥାଉ ପ୍ରେମ ତୋ ପାଖରେ ପ୍ରିୟା
ଲୋଡା ନାହିଁ ଆଉ ତୋ ଭଳି ପ୍ରେମିକା
ଲୋଡା ନାହିଁ ଆଉ ତୋ ଭଳି ପ୍ରେମିକା
ଲୋଡା ନାହିଁ ଆଉ ତୋ ଭଳି ପ୍ରେମିକା
°•. End .•°
Posted By – OdiaLyrics.Com™
Post Comment