Jibana Sathi
Song » Jibana Sathi •
Singer » Swayam Padhi •
Singer » Antara Chakraborty •
Music » Sambit Kumar Mohanty •
Lyrics » Sambit Kumar Mohanty •
Jibana Sathi Lyrics In Odia
°•. First Line .•°
ଝି – ମନ ଚାହୁଁଥିଲା ତୋ ସାଥିରେ ହସିବ ଦିନେ
କେବେ ସେଇ ଦିନ ଆସିବ ରେ ଭାବୁଚି ମନେ
ପୁ – ମନ ଚାହେଁ ତୋତେ ଗୋଟେ ନୁହେଁ ସାତ ଜନମେ
କେବେ ସେଇ ଦିନ ଆସିବ ରେ ଭାବୁଚି ମନେ
ଝି – ତୁ ଲାଗୁ ମୋତେ କାଇଁ ନିଜର
ତୋ ପାଖରେ ମନ ଦେଲି ଉଧାର
ପୁ – ଯଦି କଥା ଆସେ ପ୍ରେମ ନାଁ ବାଜିର
ବାଜି ହାରିବି ତୋ ପାଖେ ହଜାରେ ଥର
ମନ ଚାହୁଁଚି ତୋ ସାଥିରେ
କଟୁ ମୋ ଜୀବନ ଏମିତି
ଝି – ମୋତେ ମିଳିଗଲା ମୋ ଜୀବନ ସାଥି
ପୁ – ମୋତେ ମିଳିଗଲା ମୋ ଜୀବନ ସାଥି
°•. Second Line .•°
ପୁ – ପ୍ରେମ ଏମିତି ପବିତ୍ର ସମ୍ପର୍କ ଟିଏ
ସନମାନ ଖୋଜେ ସବୁବେଳେ ସିଏ
ଝି – ପ୍ରେମ ବୁଝେନାହିଁ ଜାତି ଅଜାତିକୁ
ଜଣକ ଆଖିରେ ଜଣେ ଦେଖେ ଦୁନିଆକୁ
ପୁ – ଗଉଣୀରୁ ଧାନ ବୁଣି ହେଲା ପରି
ମୋ ମନ ସାରା ପ୍ରେମ ଯାଏ ଝରି
ଝି – ସେଇ ପ୍ରେମ ତୋର ମୋ ପାଖେ ଆସି
କହେ ନିଜଠୁ ତୁ ନିଜର ବେଶି
ମୋ ଆୟୁଷ ତୋତେ ଲାଗୁରେ
ତୁ ହସୁଥା ଏମିତି
ପୁ – ମୋତେ ମିଳିଗଲା ମୋ ଜୀବନ ସାଥି
ଝି – ମୋତେ ମିଳିଗଲା ମୋ ଜୀବନ ସାଥି
°•. Third Line .•°
ଝି – ରୁପ ରାଣୀର ଗହଣା ଯେବେ ପିନ୍ଧେ
କଳା ଟିକା ଲଗେଇ ଦଉ ତୁ ମୋତେ
ପୁ – ନଜର କାଳେ ଲାଗିବ ବୋଲି ତୋତେ
ରୁହେ ସବୁବେଳେ ମୁଁ ତୋର ପାଖେ ପାଖେ
ଝି – ଘର ବଡ ବଡୁଆଙ୍କ ବସି ପାଖରେ
ଡାକେ ନଜର ନଲାଗୁ ମୋ ସିନ୍ଦୁରରେ
ପୁ – ହାତେ ନାଲି ସଙ୍ଖା ପାଉଁଜି ପାଦରେ
ପିନ୍ଧିଲେ ଲାଗେ ଲକ୍ଷ୍ମୀ ଆସିଲେ ମୋ ଘରେ
ମୋ ଘରର ଲକ୍ଷ୍ମୀ ପ୍ରତିମା
ହେଇ ତୁ ରହିଥା ଏମିତି
ଝି – ମୋତେ ମିଳିଗଲା ମୋ ଜୀବନ ସାଥି
ପୁ – ମୋତେ ମିଳିଗଲା ମୋ ଜୀବନ ସାଥି
°•. End .•°
Posted By – OdiaLyrics.Com™
Post Comment