Hau Hela Hau Hela
Song » Hau Hela Hau Hela •
Singer » Papu Pom Pom •
Singer » Antara Chakraborty
Music » Sapan Kumar Panda •
Lyrics » Sapan Kumar Panda •
Hau Hela Hau Hela Lyrics In Odia
°•. First Line .•°
ସୁନ୍ଦରୀ ବୋଲି ତୁ ଫୁଲେଇ ହଉଚୁ
କରୁଚୁ ରଙ୍ଗେଇ ପାଲା
ଖରା ବଢିଗଲେ କଳା ପଡିଯିବୁ
ଏ ରଙ୍ଗ ରହିଲେ ହେଲା
…
ଝି – ମୋ ପଛେ ପଛେ ହଜାରେ ଟୋକା ଠେଲା ପେଲା
ଠେଲା ପେଲା…
ମୋରି ପାଇଁ କେତେ ପୁଅଙ୍କର ସ୍କୃ ଢିଲା
ସ୍କୃ ଢିଲା…
ମୋ ପଛେ ପଛେ ହଜାରେ ଟୋକା ଠେଲା ପେଲା
ଠେଲା ପେଲା…
ମୋରି ପାଇଁ କେତେ ପୁଅଙ୍କର ସ୍କୃ ଢିଲା
ସ୍କୃ ଢିଲା…
ତୋତେ ଦେଖିଦେଲେ କାଇଁ
ମନ ମୋର ସାଇଁ ସାଇଁ
ତୋତେ ଦେଖିଦେଲେ କାଇଁ
ମନ ମୋର ସାଇଁ ସାଇଁ
ତୋରି ପାଇଁ ଛାତି ତଳେ ମୋର ଡିଜେ ବାଜିଲା
ପୁ – ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
ମୁଁ ଖାଣ୍ଟି ଓଡିଆ ଟୋକା ଖୁଲାମ୍ ଖୁଲା
ଖୁଲାମ୍ ଖୁଲା
ମୋରି ପାଇଁ କେତେ ଝିଅଙ୍କ ହସ୍ ଉଡିଲା
ହସ୍ ଉଡିଲା
ମୁଁ ଖାଣ୍ଟି ଓଡିଆ ଟୋକା ଖୁଲାମ୍ ଖୁଲା
ଖୁଲାମ୍ ଖୁଲା
ମୋରି ପାଇଁ କେତେ ଝିଅଙ୍କ ହସ୍ ଉଡିଲା
ହସ୍ ଉଡିଲା
ତୋତେ ଦେଖିଦେଲେ କାଇଁ
ଡରରେ ମୁଁ ହାଇଁ ପାଇଁ
ତୋତେ ଦେଖିଦେଲେ କାଇଁ
ଡରରେ ମୁଁ ହାଇଁ ପାଇଁ
ତୋରି ପାଇଁ ହାର୍ଟରେ ମୋ ନାଗିନୀ ନାଚିଲା
ଝି – ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
°•. Second Line .•°
ଦେଖିନି ତୋ ପରି କେବେ ମୁଁ ଏମିତି ଟୋକା
କଥା କଥାରେ ମାରୁ ତୁ ଚଉକା ଛକା
ତୋରି ପାଇଁ ମନରେ ମୋ ରେଳ ଦଉଡେ
ତୋରି ପାଇଁ ମନଟା ମୋ ଆକାଶେ ଉଡେ
ତୋତେ ଦେଖିଦେଲେ କାଇଁ
ସବୁ ଭୁଲିଯାଏ ମୁହିଁ
ତୋତେ ଦେଖିଦେଲେ କାଇଁ
ସବୁ ଭୁଲିଯାଏ ମୁହିଁ
ତୁ ଆର ସାହି ଟୋକା ଆମ ସାହିରେ କରୁ ଝାମେଲା
ପୁ – ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
°•. Third Line .•°
ପୁ – ଯା ଯା ଲୋ ଝିଅ ତୁ ଦେଖାନା ଛଇ
ଯେତେ ଚେଷ୍ଟା କଲେ ମୋତେ ପାଇବୁ ନାହିଁ
ଗେଲୁ ଗେଲୁ ଗେଲୁ
ଗେଲୁ ଧନ ଡାକି ଡାକି ମୋତେ କରିବୁ ଖୋଳ
ଜାଣିଚି ତୁମର ଅଛି ଦୋଷ ପ୍ରବଳ
ତୋ ନାଆଁ ଧରିଦେଲେ କେହି
ମୁଣ୍ଡ ବିନ୍ଧେ ଘାଇଁ ଘାଇଁ
ତୋ ନାଆଁ ଧରିଦେଲେ କେହି
ମୁଣ୍ଡ ବିନ୍ଧେ ଘାଇଁ ଘାଇଁ
ତୋରି ପାଇଁ ଭିମା ଦାଦା ପୁଅ କାଙ୍ଗାଳ ହେଲା
ଝି – ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
ହଉ ହେଲା ହଉ ହେଲା
°•. End .•°
Posted By – OdiaLyrics.Com™
Post Comment