Gajagamini
Song » Gajagamini •
Singer » Mantu Chhuria •
Singer » Aseema Panda •
Music » Biraja Prasad •
Lyrics » Dr. Nirmal Nayak •
Gajagamini Lyrics In Odia
°•. First Line .•°
ପୁ – ଆଲୋ ରତନି… ଗଜଗାମିନୀ…
ଭାଙ୍ଗିଗଲା ଆମ୍ବ ଡାଳ
ଉଡିଗଲା କଳା କାଉ
ଭାଙ୍ଗିଗଲା ଆମ୍ବ ଡାଳ
ଉଡିଗଲା କଳା କାଉ
କାଲି ରାତି ତୋତେ ଫୋନ୍ କରିଥିଲି
ଉଠେଇ ଦେଲା ତୋ ବୋଉ
ଝି – ନଦେଖିଲା ପ୍ରେମ ତୋର
ଛୋ ଫାଳିଆ ଓଉ
ଦେବିନି ରେ ମନ ବଜାନି ରେ ଧନ
ଢୋଲ ଏତେ ଢାଉଁ ଢାଉଁ
ପୁ – କଥା ମାନିଯା ଆଲୋ ମାନିଯା
ତୋତେ କିଣିଦେବି ନାଲି ଓଢଣୀ
ଆଲୋ ରତନି ଗଜଗାମିନୀ
ଡାର୍ଲିଂ ବନିଯା ମୋ ସଜନୀ
ଝି – ଆରେ ରତନା ପ୍ରେମ ଦିୱାନା
ଧନ ଆଉ ତୁ ଦାନା ପକାନା
°•. Second Line .•°
ପୁ – ଏ ଏ ଏ ନବ ଛଇଳା
ପ୍ରେମରେ ତୋର ବାଉଳା
ସହି ମୁଁ ପାରୁନି ଆଉ ବିରହ ଜ୍ୱାଳା
ଜ୍ୱାଳା ଜ୍ୱାଳା ଜ୍ୱାଳା
ଝି – ଯା ଯା ଯା ଆରେ ଦିୱାନା
ଫାଶ ତୁ ଆଉ ପକାନା
ଜାଣିଥା ଧନ ମୁଁ ପରା ଛଟ୍କି ମଇନା
ମଇନା ମଇନା ମଇନା
ପୁ – ମୋ ସୁନା ଲୋ ହଳଦି ଗିନା ଲୋ
ମାରିଦେଲା ତୋର ଚୋରା ଚାହାଣୀ
ଆଲୋ ରତନି ଗଜଗାମିନୀ
ଡାର୍ଲିଂ ବନିଯା ମୋ ସଜନୀ
ଝି – ଆରେ ରତନା ପ୍ରେମ ଦିୱାନା
ଧନ ଆଉ ତୁ ଦାନା ପକାନା
°•. Third Line .•°
ଝି – ଏ ଏ ଏ ମୋର ରାଜା ରେ
ବଜେଇ ଡିଜେ ବାଜା ରେ
ଘରକୁ ନେଇଯା ତୋର ହବ ମଜା ରେ
ମଜା ରେ ମଜା ରେ ମଜା ରେ
ପୁ – ରହିଯା ଆଲୋ ବାସନ୍ତି
ହୁଅନା ଏତେ ଅଶାନ୍ତି
ଏଇ ଫଗୁଣ ରେ ମୋର ହେବୁ ଶ୍ରୀମତି
ଶ୍ରୀମତି ଶ୍ରୀମତି ଶ୍ରୀମତି
ଝି – ନୂଆ ନାଗର ଦେଶି ଭଅଁର
ମୁଁ ତୋ ସଜ ଫୁଲ ରାଣୀ
ପୁ – ଆଲୋ ରତନି ଗଜଗାମିନୀ
ଡାର୍ଲିଂ ବନିଯା ମୋ ସଜନୀ
ଝି – ଆରେ ରତନା ପ୍ରେମ ଦିୱାନା
ଧନ ଆଉ ତୁ ଦାନା ପକାନା
°•. End .•°
Posted By – OdiaLyrics.Com™