Ete Kain Bhala Paucha
Song » Ete Kain Bhala Paucha •
Singer » Humane Sagar •
Singer » Pragyan Hota •
Music » Sagar Pradhan •
Lyrics » Puspak Parida •
Ete Kain Bhala Paucha Lyrics In Odia
°•. First Line .•°
ପୁ – ଡାକୁ ଡାକୁ ଆସି ପାଖେ ବସି ଯାଉଚ
ଡାକୁ ଡାକୁ ଆସି ପାଖେ ବସି ଯାଉଚ
ଏତେ କାଇଁ ଭଲ ପାଉଚ
ତମ ଆଡେ ଟାଣି ନଉଚ
ଝି – ଆଖିରେ ତମେ ଆଖି ମିଶେଇ
କେମିତି କୁହ ଦେଲ ଭାସେଇ
ଆଖିରେ ତମେ ଆଖି ମିଶେଇ
କେମିତି କୁହ ଦେଲ ଭାସେଇ
ନଭାବି ଆଗ ପଛ
ଏତେ କାଇଁ ଭଲ ପାଉଚ
ତମ ଆଡେ ଟାଣି ନଉଚ
ପୁ – ଏତେ କାଇଁ ଭଲ ପାଉଚ ହାଏ
ତମ ଆଡେ ଟାଣି ନଉଚ
°•. Second Line .•°
ପୁ – ଦେଖତ କେମିତି ଲାଗୁଚି
ମୋ ଆଖି ଆଇନା ରେ ତମ ଛବି
ଶୁଣତ କେମିତି ଲେଖିଚି
କବିତା ତମ କଥା ଭାବି ଭାବି
ଝି – କୁହତ କେମିତି ଦିଶୁଚି
ମଥାରେ ମୋର ଛୋଟ ନାଲି ବିନ୍ଦି
ଚାହଁତ କେମିତି ହସୁଚି
ତମରି ନଆଁରେ ମୋ ମେହେନ୍ଦି
ପୁ – ଅପରୁପା ଟେ ତମେ ଲାଗ ରେ
ସତ କହୁଚି ତୁମ ଆଗରେ
ଅପରୁପା ଟେ ତମେ ଲାଗ ରେ
ସତ କହୁଚି ତୁମ ଆଗରେ
ଜହ୍ନ ଟା ଲାଗେ ତୁଛ
ଏତେ କାଇଁ ଭଲ ପାଉଚ
ତମ ଆଡେ ଟାଣି ନଉଚ
ଝି – ଏତେ କାଇଁ ଭଲ ପାଉଚ
ତମ ଆଡେ ଟାଣି ନଉଚ
°•. Third Line .•°
ଝି – ଦିଅତ ଖସି ମୋ ଖସାରେ
କିଛିଟା ସଜ ସଜ ମଲ୍ଲି ଫୁଲ
ହୁଅତ ବସି ମୋ ପାଖରେ
ଟିକିଏ ମଜା ଥଟା ଆଉ ଗେଲ
ପୁ – ଚାଲତ ବାଗେଇ ସାଗେଇ
ତମ ଗାଁ ରାସ୍ତା ସାରା ଭାରି ଖାଲ
ରୁହତ ଛାଇରେ ଘଡିଏ
ଖରାରେ ନାଲି ପଡିଯିବ ଗାଲ
ଝି – ଆସୁନ ଧରି ବର ଯାତିରି
କୁଆଁରୀ ଖେଳ ଯାଉ ମୋ ସରି
ଆସୁନ ଧରି ବର ଯାତିରି
କୁଆଁରୀ ଖେଳ ଯାଉ ମୋ ସରି
ବାଡୁଅ କାଇଁ ଅଛ
ଏତେ କାଇଁ ଭଲ ପାଉଚ
ତମ ଆଡେ ଟାଣି ନଉଚ
ପୁ – ଏତେ କାଇଁ ଭଲ ପାଉଚ ହାଏ
ତମ ଆଡେ ଟାଣି ନଉଚ
ଝି – ଏତେ କାଇଁ ଭଲ ପାଉଚ
ତମ ଆଡେ ଟାଣି ନଉଚ
°•. End .•°
Posted By – OdiaLyrics.Com™