Dipatie Mate Karidia Prabhu
Song » Dipatie Mate Karidia Prabhu •
Singer » Kumar Bapi •
Music » Mohan Saheb •
Lyrics » Mohan Saheb •
Dipatie Mate Karidia Prabhu Lyrics In Odia
°•. First Line .•°
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀ ମନ୍ଦିରେ ଜଳୁଥିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀ ମନ୍ଦିରେ ଜଳୁଥିବି
ତୋହରି ସେବା ରେ ତୋ ସିଂହ ଦୁଆରେ
ତୋହରି ସେବା ରେ ତୋ ସିଂହ ଦୁଆରେ
ଜଳି ଜଳି ସରିଯିବି
ଜଳି ଜଳି ସରିଯିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀ ମନ୍ଦିରେ ଜଳୁଥିବି
ଶ୍ରୀ ମନ୍ଦିରେ ଜଳୁଥିବି
°•. Second Line .•°
କରୁଥିବି ନିତି ତୋର ଦରଶନ
ଲୋଡା ନାହିଁ ପ୍ରଭୁ ଯଶ ଆଉ ମାନ
କରୁଥିବି ନିତି ତୋର ଦରଶନ
ଲୋଡା ନାହିଁ ପ୍ରଭୁ ଯଶ ଆଉ ମାନ
ତୁଳସୀ ପତର କରିଦିଅ ପ୍ରଭୁ
ତୁଳସୀ ପତର କରିଦିଅ ପ୍ରଭୁ
ତବ ସେବାରେ ଲାଗିବି
ତବ ସେବାରେ ଲାଗିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀ ମନ୍ଦିରେ ଜଳୁଥିବି
ଶ୍ରୀ ମନ୍ଦିରେ ଜଳୁଥିବି
°•. Third Line .•°
ଆଖି ଲୁହ ମୋର କରୁଚି ଅର୍ପଣ
ଭକତି କୁ ମୋର କର ହେ ଚନ୍ଦନ
ଆଖି ଲୁହ ମୋର କରୁଚି ଅର୍ପଣ
ଭକତି କୁ ମୋର କର ହେ ଚନ୍ଦନ
ଫୁଲ ଟିଏ ମୋତେ କରିଦିଅ ପ୍ରଭୁ
ଫୁଲ ଟିଏ ମୋତେ କରିଦିଅ ପ୍ରଭୁ
ପାଦତଳେ ରହିଥିବି
ପାଦତଳେ ରହିଥିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀ ମନ୍ଦିରେ ଜଳୁଥିବି
ତୋହରି ସେବା ରେ ତୋ ସିଂହ ଦୁଆରେ
ତୋହରି ସେବା ରେ ତୋ ସିଂହ ଦୁଆରେ
ଜଳି ଜଳି ସରିଯିବି
ଜଳି ଜଳି ସରିଯିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀ ମନ୍ଦିରେ ଜଳୁଥିବି
ଶ୍ରୀ ମନ୍ଦିରେ ଜଳୁଥିବି
ଶ୍ରୀ ମନ୍ଦିରେ ଜଳୁଥିବି
°•. End .•°
Posted By – OdiaLyrics.Com™
Post Comment