Dil Hela Kut Kuta

Song » Dil Hela Kut Kuta •
Singer » Satyajit Pradhan •
Singer » Aseema Panda •
Music » Malaya Mishra •
Lyrics » Dr. Nirmal Nayak •

Dil Hela Kut Kuta Lyrics In Odia

°•. First Line .•°

ପୁ – ମୋ ଗେଲୁ ଲୋ କଉଠି ଥିଲୁ ଲୋ
ବେଣୀକୁ ହଲେଇ ବାଇଆ କଲୁ ଲୋ
ମାରିଦେଲା ତୋର ତିରିଛି ନଜର
ଗାଲ ଲୋ ପାତଲ ଘଁଟା
ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା
ଝି – ମୋ ଧନ ରେ ନେଲୁ ତୁ ମନ ରେ
ପବନେ ଉଡୁଚି ମୁଁ ରାତି ଦିନ ରେ
ତୋ ପାଇଁ ମୋର ହୃଦୟ ପାରା ଟା
ଘୁଟୁରୁ ଘୁଟୁରୁ ଘୁଟା
ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା

°•. Second Line .•°

ଝି – ଭାବି ଚିନ୍ତି ତୋତେ ନେଲି ରେ ବାଛି
ତୁ ହେବୁ ମୋ କାଞ୍ଚା ମୁଁ ହେବି କାଞ୍ଚି
ପୁ – ତୋ ବିନା ଆଉ ମୁଁ ପାରୁନି ବଞ୍ଚି
ଛାତିରେ ଚଲାନା ଧାର କଇଁଚି
ଝି – ଭାବି ଚିନ୍ତି ତୋତେ ନେଲି ରେ ବାଛି
ତୁ ହେବୁ ମୋ କାଞ୍ଚା ମୁଁ ହେବି କାଞ୍ଚି
ପୁ – ତୋ ବିନା ଆଉ ମୁଁ ପାରୁନି ବଞ୍ଚି
ଛାତିରେ ଚଲାନା ଧାର କଇଁଚି
ଝି – ହାଏ ମୋ ଜାନୁ ରେ ମୋ ପୁଚୁ ରେ
ଶୋଇଲେ ଚାଇଁଲେ ଆଖିରେ ନାଚୁ ରେ
ତୋ କଥା ଭାବେ ଆରେ ଗଳାମାଳି
ରାତିସାରା ହଟହଟା
ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା
ପୁ – ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା

°•. Third Line .•°

ପୁ – ଆଲୋ ମୋ ସୁନ୍ଦରୀ ଛଇଳିବାମା
ମୋତେ ତୁ ଛାଡିକି ଯିବୁନି ଜମା
ଝି – ହବାକୁ ଧନ ମୁଁ ତୋ ପ୍ରିୟତମା
ଭୋକ ଶୋଷ ଆଉ ହଉନି ଜମା
ପୁ – ଆଲୋ ମୋ ସୁନ୍ଦରୀ ଛଇଳିବାମା
ମୋତେ ତୁ ଛାଡିକି ଯିବୁନି ଜମା
ଝି – ହେବାକୁ ଧନ ମୁଁ ତୋ ପ୍ରିୟତମା
ଭୋକ ଶୋଷ ଆଉ ହଉନି ଜମା
ପୁ – ମୋ ରାଣୀ ଲୋ ବୋଉଳ ବେଣୀ ଲୋ
କେବେ ତୁ ହବୁ ମୋ ସୁନା ଘରଣୀ ଲୋ
କାନ ପାଖେ ତୋର ଧିଇର୍ କହିବି
ଉଠା ଲୋ ଓଢଣୀ ଉଠା
ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା
ଝି – ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା
ଦିଲ୍ ହେଲା କୁଟୁ କୁଟା
ହାଏ ଦିଲ୍ ହେଲା କୁଟୁ କୁଟା
ହାଁ ଦିଲ୍ ହେଲା କୁଟୁ କୁଟା ହାଁ

°•. End .•°

Posted By – OdiaLyrics.Com™

Post Comment