Chudi Bala
Song » Chudi Bala •
Singer » Mantu Chhuria •
Singer » Aseema Panda •
Music » Sakti Prasad Mishra •
Lyrics » Jeet Jagjit •
Chudi bala Lyrics In Odia
°•. First Line .•°
ଝି – ମନ ମୋର କଲୁ ଚୋରି ହାତେ ଚୁଡି ଦେଇ
ପ୍ରେମ ଗୁଣି ଫୁଙ୍କିଦେଲୁ କାନେ କଥା କହି
ରୁଣୁଝୁଣୁ ଚୁଡି ମୋର କାନେ କହିଲା
ଏ ଚୁଡି ବାଲା ହାତେ ମୋର୍ ଚୁଡି ବଜେଇ ଦେଲା
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ନା
ପୁ – ନଜର ତୁ ମିଶେଇଲୁ ପାଖେ କଥା ହେଇ
ଚୁଡି ନେହେଁ ନେଲୁ ମନ ବାହାନା ତୁ ଦେଇ
ଆଖି ଆଖି ମିଶିଗଲା ଏ ମନ ହଜିଲା
ଏ ଚୁଡି ବାଲା ହାତେ ତୋ ଚୁଡି ବଜେଇ ଦେଲା
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ନା
°•. Second Line .•°
ଝି – ନାଲି ନେଳି ସବୁଜ ରେ ହାତ ଦେ ତୁ ଭରି
ଚାଲିଯା ତୁ ନେଇ ବାକି ସେ ହାତକୁ ଧରି
ପୁ – ସିନ୍ଥିରେ ତୋ ସିନ୍ଦୁର ମୁଁ ଦେବି ଲୋ ଗୋରୀ
ଘରେ ମୋର ବସେଇବୁ ମାଣ ପସରି ଲୋ
ଝି – ଶୀତୁଆ ଏ ପବନ ଟା ଦେଲା ମୋତେ ଛୁଇଁ
ଚଗଲି ଏ ଦେହ ମୋର ଗଲା ଦୁଷ୍ଟ ହେଇ
ସାତ ରଙ୍ଗ ଯୋଡି ହେଇ ଫଗୁ ବୁଣିଲା
ଏ ଚୁଡି ବାଲା ହାତେ ମୋର୍ ଚୁଡି ବଜେଇ ଦେଲା
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ନା
ପୁ – ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ନା
°•. Third Line .•°
ପୁ – ସଂଖାରି ଏ ମନଟା ରେ ପ୍ରେମ ଦେଲୁ ଭରି
କୁହୁକିଆ ତୋ ହସ ରେ ମନ କଲୁ ଚୋରି
ଝି – ଆସୁଥିଲି ତୋତେ ଦେଖି ଡାକ ତୋର ଶୁଣି
ଶୁଭିଲାଣି ଏବେ କାନେ ମଙ୍ଗଳ ଧ୍ୱନୀ
ପୁ – ହାତେ ଚୁଡି ଭରି ଦେବି ସାତ ରଙ୍ଗେ ଦେଇ
ପାଟ ରାଣୀ କରିନେବି ସିନ୍ଦୁର ପିନ୍ଧେଇ
ଚଗଲି ମୋ ପ୍ରେମ ଲତା କଲା ଚଗଲା
ଏ ଚୁଡି ବାଲା ହାତେ ତୋ ଚୁଡି ବଜେଇ ଦେଲା
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ନା
ଝି – ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ଛନ୍ ଛନ୍ ଛନ୍
ଛନା ନା ନା ନା ନା ନା
ପୁ – ବଜେଇ ଦେଲା
°•. End .•°
Posted By – OdiaLyrics.Com™