Chhata Upare Jie Lo Aama Dance Dekhuchi

Song » Chhata Upare Jie Lo Aama Dance Dekhuchi •
Singer » Humane Sagar •
Music » JN Padma •
Lyrics » Nilu Babu •

Chhata Upare Jie Lo Aama Dance Dekhuchi Lyrics In Odia

°•. First Line .•°

ଛାତ ଉପରେ ଯିଏ ଲୋ ଆମ ଡାନ୍ସ୍ ଦେଖୁଚି
ଛାତ ଉପରେ ଯିଏ ଲୋ ଆମ ଡାନ୍ସ୍ ଦେଖୁଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି
ଛାତ ଉପରେ ଯିଏ ଲୋ ଆମ ଡାନ୍ସ୍ ଦେଖୁଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି
ଏଇ ସାଙ୍ଗ ଅନା ଲୋ କ୍ୟାମେରା ଅନ୍ କଲା ଲୋ
ଏଇ ସାଙ୍ଗ ଅନା ଲୋ କ୍ୟାମେରା ଅନ୍ କଲା ଲୋ
ମନ କୁଲୁକୁଲୁ କରୁଚି
ଛାତ ଉପରେ ଯିଏ ଲୋ ଆମ ଡାନ୍ସ୍ ଦେଖୁଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି
ଛାତ ଉପରେ ଯିଏ ଲୋ ଆମ ଡାନ୍ସ୍ ଦେଖୁଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି

°•. Second Line .•°

ନାଲି କୁରୁତି ତାକୁ ମାନୁଚି ଭଲ
ଇଛା ହେଉଚି ଟିକେ କରିବି ଗେଲ
ଆଜିଯାଏ ମଣି ତୋମେ କଉଠି ଥିଲ
ଆଖିରେ ସେ ଠାରିଦେଲା ହେଲି ପାଗଲ
ଭାବୁଚି ମୁଁ ଦେବି ତାକୁ ଗୋଲାପ ଫୁଲ
ଏମିତି ବିଉଟି ତମେ କେମିତି ହେଲ
ଲାଲ୍ ଚୁନେରି ବାଲି କ୍ୟୁଟ୍ ତମ ସ୍ମାଇଲି
ଲାଲ୍ ଚୁନେରି ବାଲି କ୍ୟୁଟ୍ ତମ ସ୍ମାଇଲି
ଛାତି ମୋର ହାଣି ଦଉଚି
ଛାତ ଉପରେ ଯିଏ ଲୋ ଆମ ଡାନ୍ସ୍ ଦେଖୁଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି
ଛାତ ଉପରେ ଯିଏ ଲୋ ଆମ ଡାନ୍ସ୍ ଦେଖୁଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି

°•. Third Line .•°

ଆମେ ତମ ବାବୁ ତମେ ସୋନା ଆମର
ତମ ପାଇଁ ଦୁଲ୍’କିଲା ସାରା ସହର
ତମ ନାଁ କୁ ହାତରେ ଟାଟୁ କରିଚି ମୋର
ଟୋକା ଖଣ୍ଡେ ମୋ ପରିକା ଦେଖି ନଥିବ
ଶହେରୁ ଶହେକୁ ଆମ ଲଭ୍ ଚାଲିବ
ଯୁଆଡେ ଚାହିଁବୁ ଆମେ ବୁଲେଇ ନବ
ନମ୍ବର ଟିକେ ଦବକି ଜାନୁ ମୋର ହବକି
ନମ୍ବର ଟିକେ ଦବକି ଜାନୁ ମୋର ହବକି
ତମ ପାଇଁ ସିଙ୍ଗେଲ୍ ଅଛି
ଛାତ ଉପରେ ଯିଏ ଲୋ ଆମ ଡାନ୍ସ୍ ଦେଖୁଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି
ଛାତ ଉପରେ ଯିଏ ଲୋ ଆମ ଡାନ୍ସ୍ ଦେଖୁଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି
ଛାତ ଉପରେ ଯିଏ ଲୋ ଆମ ଡାନ୍ସ୍ ଦେଖୁଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି
ମାଁ ରାଣ୍ ସେ ଝିଅ ମୋର ଦିଲ୍’ଟା ନେଇଚି

°•. End .•°

Posted By – OdiaLyrics.Com™

Post Comment