Bhangijiba Garba Tora
Song » Bhangijiba Garba Tora •
Singer » Humane Sagar •
Music » Jeet Baral •
Lyrics » Pinkun Jena •
Bhangijiba Garba Tora Lyrics In Odia
°•. First Line .•°
ତୋତେ ଚିହ୍ନିଁବାରେ ଭୁଲ୍ ହେଲା ମୋର
ନିଜର ଭାବିଲି କରିଦେଲୁ ପର
ତୋତେ ଚିହ୍ନିଁବାରେ ଭୁଲ୍ ହେଲା ମୋର
ନିଜର ଭାବିଲି କରିଦେଲୁ ପର
ମିଠା କଥାରେ ତୋର ଥିଲା ଲୋ ଭରି ଜହର
ଜାଳିଦେଇ ପାଉଁଶ ତୁ କଲୁ ଲୋ ଛାତିକି ମୋର
ସବୁ ଭୁଲି ହେଲୁ ତୁ ଆଉ କାହାର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର
°•. Second Line .•°
ଭାବିଥିଲି ତୋତେ ମୋର ସୁନା କଣ୍ଢେଇ
ଅଧାବାଟେ ଆଜି ମୋତେ ଦେଲୁ ଭଣ୍ଡେଇ
ଜିଇଁ ଥାଇ ଜୀବନ ମୋ ନେଲୁ ଛଡେଇ
ଆଖି ଲୁହେ ସପନ ମୋ ଗଲା ମିଳେଇ
ଭାବିଥିଲି ତୋତେ ମୋର ସୁନା କଣ୍ଢେଇ
ଅଧାବାଟେ ଆଜି ମୋତେ ଦେଲୁ ଭଣ୍ଡେଇ
ଜିଇଁ ଥାଇ ଜୀବନ ମୋ ନେଲୁ ଛଡେଇ
ଆଖି ଲୁହେ ସପନ ମୋ ଗଲା ମିଳେଇ
ବେଇମାନି ପ୍ରିୟା ତୁ ହେଲୁ ଲୋ ଭାରି ନିଷ୍ଠୁର
ସ୍ୱାର୍ଥ ପାଇଁ ବଦଳି ତୁ ଗଲୁ ଲୋ ହେଲୁ ପଥର
ନିଜ ଖୁସି ପାଇଁ ହାତ ଛାଡିଲୁ ମୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର
°•. Third Line .•°
ନିଶ୍ୱାସଠୁ ବେଶି ତୋତେ ପାଇଲି ଭଲ
ବୁଝିଲୁନି ହେଲେ ତୁ ମୋ ପ୍ରେମର ମୂଲ୍ୟ
ବାହାନା ବନେଇ ମୋତେ ଦେଲୁ ତୁ ଠକି
ତୋ ଛଳନା ପାଇ ମନ ଗଲା ମୋ ଶୁଖି
ନିଶ୍ୱାସଠୁ ବେଶି ତୋତେ ପାଇଲି ଭଲ
ବୁଝିଲୁନି ହେଲେ ତୁ ମୋ ପ୍ରେମର ମୂଲ୍ୟ
ବାହାନା ବନେଇ ମୋତେ ଦେଲୁ ତୁ ଠକି
ତୋ ଛଳନା ପାଇ ମନ ଗଲା ମୋ ଶୁଖି
ମିଛ କଥା କହି ଲୁଟିନେଲୁ ଲୋ ସବୁ ମୋର
ଆଡେଇ ଦେଇ ତୁ ଚାଲିଗଲୁ ଲୋ ପାଦରେ ତୋର
ମୋତେ କଷ୍ଟ ଦେଲୁ ହସ ଲିଭିବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର
°•. End .•°
Posted By – OdiaLyrics.Com™
Post Comment