Banchibaku Ichha Nahi Tu Galapare
Song » Banchibaku Ichha Nahi Tu Galapare •
Singer » Humane Sagar •
Music » Sunil Maharana •
Lyrics » Sunil Maharana •
Banchibaku ichha nahi tu galapare Lyrics In Odia
°•. First Line .•°
ଭୁଲିବାକୁ ଇଛା ହେଲେ ଭୁଲି ପାରୁନି
ମରିବାକୁ ଇଛା ହେଲେ ମରି ପାରୁନି
ଭୁଲିବାକୁ ଇଛା ହେଲେ ଭୁଲି ପାରୁନି
ମରିବାକୁ ଇଛା ହେଲେ ମରି ପାରୁନି
ଦେଇଥିଲି ତୋତେ ମନ
ଜାଳିଦେଲୁ ମୋ ଜୀବନ
ଲୁହ ତୁ ଦେଇଗଲୁ ମୋ ଆଖିରେ
ବଞ୍ଚିବାକୁ ଇଛା ନାହିଁ ତୁ ଗଲା ପରେ
ମରି ବି ପାରୁନି ତୋତେ ରଖି ଛାତିରେ
ବଞ୍ଚିବାକୁ ଇଛା ନାହିଁ ତୁ ଗଲା ପରେ
ମରି ବି ପାରୁନି ତୋତେ ରଖି ଛାତିରେ
°•. Second Line .•°
ତୁ ଥିଲୁ ଲୋ ମୋ ନିଶ୍ୱାସ ଥିଲୁ ମୋ ସ୍ପନ୍ଦନ
କଉ ଭୁଲ୍ ଥିଲା ମୋର ଭାଙ୍ଗିଲୁ ମୋ ମନ
ତୁ ଭାଙ୍ଗିଲୁ ମୋ ମନ
ତୋ ମନରେ କେବେ ଦୁଃଖ ଦେଇନି ଲୋ ସାଥି
ଏତେ ଦୁଃଖ ଦେଇଗଲୁ ମରୁଚି ମୁଁ ନିତି
ଲୋ ମରୁଚି ମୁଁ ନିତି
ତୋ ମନେ ରଖି ଛଳନା
କଲୁ ମୋ ହୃଦୟ ଚୁନା
ବିଷ ତୁ ଦେଇଗଲୁ ମୋ ବିଶ୍ୱାସ ରେ
ବଞ୍ଚିବାକୁ ଇଛା ନାହିଁ ତୁ ଗଲା ପରେ
ମରି ବି ପାରୁନି ତୋତେ ରଖି ଛାତିରେ
ବଞ୍ଚିବାକୁ ଇଛା ନାହିଁ ତୁ ଗଲା ପରେ
ମରି ବି ପାରୁନି ତୋତେ ରଖି ଛାତିରେ
°•. Third Line .•°
ଭାବିଥିଲି ତୋ ସିନ୍ଥିରେ ଦେବି ମୁଁ ସିନ୍ଦୁର
ମୋ ସପନ ଭାଙ୍ଗିଦେଲା ମିଛ ପ୍ରେମ ତୋର
ଲୋ ମିଛ ପ୍ରେମ ତୋର
ରାଣ ଦେଇ କହିଥିଲୁ ରହିବୁ ମୋ ସାଥେ
କିଏ ଦେଲା ଏତେ ଖୁସି ଭୁଲିଗଲୁ ମୋତେ
ତୁ ଭୁଲିଗଲୁ ମୋତେ
ପାଇଗଲୁ ଖୁସି ତୋର
ହେଇଗଲୁ ସ୍ୱାର୍ଥପର
ତୋ ସ୍ମୃତି ଜାଳୁଚି ଲୋ ସବୁ ରାତିରେ
ବଞ୍ଚିବାକୁ ଇଛା ନାହିଁ ତୁ ଗଲା ପରେ
ମରି ବି ପାରୁନି ତୋତେ ରଖି ଛାତିରେ
ବଞ୍ଚିବାକୁ ଇଛା ନାହିଁ ତୁ ଗଲା ପରେ
ମରି ବି ପାରୁନି ତୋତେ ରଖି ଛାତିରେ
°•. End .•°
Posted By – OdiaLyrics.Com™