Alta Makhi

Song » Alta Makhi •
Singer » Pankaj Tandi •
Singer » Pratham Kumbhar •
Singer » Kiran Dash •
Music » Bijay Anand Sahu •
Lyrics » Pratham Kumbhar •
Lyrics » Bijay Anand Sahu •

Alta Makhi Lyrics In Odia

°•. First Line .•°

ପୁ – ଲାଲ୍ ଜର ଜର ଅଲ୍’ତା ମାଖି
ଯାଉଛ ଗୁରି କେନ୍’କେ ବୁଲି
କେତେ ତମେ ଷ୍ଟାଇଲ୍ ମାରୁଛ
ଏ ନନୀ ତମେ କେତେ ଧନ ଷ୍ଟାଇଲ୍ ମାରୁଛ
ଲାଲ୍ ଜର ଜର ହଟ୍’କେ କରି
ମୁହୁଁକେ ତମେ ସଜେଇ କରି
କେତେ ତୁମେ ଷ୍ଟାଇଲ୍ ମାରୁଛ
ଏ ନନୀ ତମେ କେତେ ଧନ ଷ୍ଟାଇଲ୍ ମାରୁଛ
ଆଖିଥି ତୋର୍ କଜଲ୍ ମାଖି
ତିର୍’ଛି ନଜର୍ ତମେ ମାରି
ପିଲାକେ ତମେ ଘାୟଲ୍ କରୁଛ
ଏ ନନୀ ତମେ ଇ ପିଲାକେ ଘାୟଲ୍ କରୁଛ
ତୋର୍ ଚାହାନି ଲୁଭ୍ ଲୁଭାନି
ସଭେ କହିସନ୍ ବଢିଆ
ଝୁମେଇ ଦେଲା ମୋର୍ ମନ୍’କେ
ସମ୍ବଲ୍’ପୁରୀ ଗୁରିଆ
ଝି – ମଲ୍ ମଲିଆ ରସିଆ ପିଲା
ଦିଲ୍’କେ ସତେ ଘାୟଲ୍ କଲା
ନାଇଁ ଦେଖାନ ପ୍ରେମ୍ ଲୀଲା
ମୁଇଁ ଆଏ ନନୀ ଭଲି ଭାଲି ରେ

°•. Second Line .•°

ପୁ – ଦିନ’କ ଥରେ
ତୋତେ ନାଇଁ ଦେଖ୍’ଲେ ମନ୍ ନାଇଁ ଭରେ
ତୋର୍ ବିଉଟିନେସ୍ ମୋତେ ମାରିଦେଲା ରେ
ମୁଇଁ ଝୁରିମଲି ଝୁରିମଲି
ତୋର୍ ଚେହେରା ଖାଲି ଖାଲି ହାଏ୍
ମନର୍ ମଏନା
ତୋତେ ଦେଖ୍’ଲା ଦିନୁ ଉଡିଗଲା ଚୈନା
ଏତେ ସୁନ୍ଦ୍’ରୀ କେନ୍ତା ହେଲୁ ଜାନେ ଜାନା
ମୋତେ ପାଗଲ୍ କଲୁ ରସେଇ ଦେଲୁ
ଜାନି ଜାନି କରି ଫସେଇ ଦେଲୁ ହାଏ୍
କଅଁଲି ଖରା ଦିନ୍ ବେଲିଆ
ଚମ୍’କି ଯାଉଛ ଗୁରାଗୁରା
ମୋତେ ତମେ ବଝା କରୁଛ
ହାଏ ଧାଙ୍ଗିରି ମୋତେ ତମେ ବଝା କରୁଛ

°•. Third Line .•°

ଝି – ଜାନି ଜାନି ତୋମେ ଗୋଟେ ଓ ରସିଆ ପିଲା
ତମର୍ ମିଠା ମିଠା କଥା କେନ୍ତା ଫସେଇ ଦେଲା
ମୁଇଁ ହେଲିନ ତୋର୍ ଦିୱାନି ତୁଇ ଦିୱାନା
ତୋତେ ଭଲ୍ ପାଉଛେ ମୁଇଁ କାହାର୍’ନା ପର୍ୱାନା
ତୋର୍ ହେଇଗଲେ ଦେଖୁଥିବ ଇ ଜମାନା
ଲଗେଇ ଦେଲ କାଏଁ ମହନି ମୋର୍ ପ୍ରେମ୍ ଦିୱାନା
ପୁ – ମୋର୍ ସୁନ୍ଦ୍’ରୀ ବେଲ
ଏ ମୋର୍ ସୁନ୍ଦ୍’ରୀ ବେଲ ତଡ୍’ପେଇ୍ କରି
ମୋତେ ତମେ କହିଦେଲ
ମୋତେ ତମେ ଭଲ୍ ପାଉଛ
ଏ ସତେ ନନୀ ମୋତେ ତମେ ଭଲ୍ ପାଉଛ
ଆଖିଥି ତୋର୍ କଜଲ୍ ମାଖି
ତିର୍’ଛି ନଜର୍ ତମେ ମାରି
ପିଲାକେ ତମେ ଘାୟଲ୍ କରୁଛ
ଏ ନନୀ ତମେ ଇ ପିଲାକେ ଘାୟଲ୍ କରୁଛ
ଇ ପିଲାକେ ଘାୟଲ୍ କରୁଛ
ଏ ନନୀ ତମେ ଇ ପିଲାକେ ଘାୟଲ୍ କରୁଛ

°•. End .•°

Requested – Hiranmaya Behera

Posted By – OdiaLyrics.Com™

Post Comment