Agaru Kahin Asiluni Mo Jibanare
Song » Agaru Kahin Asiluni Mo Jibanare •
Singer » Sambit Das •
Singer » Aseema Panda •
Music » Kalpataru Mahanta •
Lyrics » Kalpataru Mahanta •
Agaru Kahin Asiluni Mo Jibanare Lyrics In Odia
°•. First Line .•°
ଝି – ଲିଭି ଯାଇଥିଲା ପ୍ରେମ ଦୀପ
ତୁ ଆସି ପୁଣି ଜାଳିଦେଲୁ
ଅଧା ବାଟେ ଛାଡିଥିଲା କେହି
ତୁ ଆସି ହାତ ଧରି ନେଲୁ
ଏତେ ଦିନ ଯାଏ ମୁଁ ଚାହିଁ ବସିଥିଲି
ହୃଦୟର ଦୁଆର ରେ
କିଏ ଆସିବ ଯେ କବାଟ ଖୋଲି
ମୋ ମନର ଏ କଠରି ରେ
ଆଗରୁ କାଇଁ ଆସିଲୁନି ମୋ ଜୀବନରେ
ପ୍ରେମ ରଙ୍ଗ କାଇଁ ଲଗେଇଲୁନି ମୋ ମନରେ
ଆଗରୁ କାଇଁ ଆସିଲୁନି ମୋ ଜୀବନରେ
ପ୍ରେମ ରଙ୍ଗ କାଇଁ ଲଗେଇଲୁନି ମୋ ମନରେ
°•. Second Line .•°
ପୁ – ଅଧିକାର ଅଛି ପ୍ରିୟା ତୋର
ଅଭିମାନ କରି ପାରିବୁ
ଅଧିକାର ଅଛି ପ୍ରିୟା ତୋର
ଅଭିମାନ କରି ପାରିବୁ
ଡେରିରେ ଟିକେ ହଉ ପଛେ
ଆସିଲି ମୁଁ ତୋ ପାଖକୁ
ଯେତେ ପ୍ରେମ ରଖିଥିଲୁ ମନ ସିନ୍ଦୁକ ରେ
ଏତେ ବରଷୁ ସଜାଡି
ପ୍ରିୟା ଛାଡିଦେ ତୁ ଏତେ ଅଭିମାନ
ସବୁ ପ୍ରେମ ଆଜି ଦେ ଅଜାଡି
ଭିଜେଇ ଦେ ଆଜି ତୋ ପ୍ରେମର ମିଠା ବର୍ଷାରେ
ସଜେଇ ଦେ ମରୁଭୂମି ମୋର ଫୁଲ ବଗିଚାରେ
ଭିଜେଇ ଦେ ଆଜି ତୋ ପ୍ରେମର ମିଠା ବର୍ଷାରେ
ସଜେଇ ଦେ ମରୁଭୂମି ମୋର ଫୁଲ ବଗିଚାରେ
°•. Third Line .•°
ଝି – ପ୍ରତିସୃତି ଦେ ଆଜି ମୋତେ
ଏମିତି ହିଁ ଭଲ ପାଉଥିବୁ
ପ୍ରତିସୃତି ଦେ ଆଜି ମୋତେ
ଏମିତି ହିଁ ଭଲ ପାଉଥିବୁ
ଜୀବନର ଏଇ ଚଲାପଥେ
ପାଖେ ପାଖେ ତୁ ରହିଥିବୁ
ଜିଇଁବାକୁ ଚାହେଁ ମୋ ଜୀବନ ଟା
ତୋ ପ୍ରେମ ଗଛ ଛାଇ ତଳେ
ଶେଷ ଇଛା ମୋର ଯେବେ ମରିଯିବି
ମୁଁ ଶୋଇଥିବି ତୋ କୋଳେ
ପୁ – ଆସିଗଲି ମୁଁ ଖୁସି ନେଇ ତୋ ଜୀବନରେ
ଢାଳିଦେଲି ସବୁ ରଙ୍ଗ ପ୍ରେମର ତୋ ମନରେ
ଆସିଗଲି ମୁଁ ଖୁସି ନେଇ ତୋ ଜୀବନରେ
ଢାଳିଦେଲି ସବୁ ରଙ୍ଗ ପ୍ରେମର ତୋ ମନରେ
°•. End .•°
Posted By – OdiaLyrics.Com™