Eka Rahibare Sanga Maja Alaga

Song » Eka Rahibare Sanga Maja Alaga •
Singer » Humane Sagar •
Music » R Chiku •
Lyrics » Sona Madam •

Eka Rahibare Sanga Maja Alaga Lyrics In Odia

°•. First Line .•°

ପ୍ରେମ ଏଠି ସ୍ୱାର୍ଥପର ବୁଝିବନି କାହାର ସେ ମନ
ମନେ ପକେଇ କାନ୍ଦିବୁ ତାକୁ ଆଉ ତୁ କେତେଦିନ
ପ୍ରେମ ଏଠି ସ୍ୱାର୍ଥପର ବୁଝିବନି କାହାର ସେ ମନ
ମନେ ପକେଇ କାନ୍ଦିବୁ ତାକୁ ଆଉ ତୁ କେତେଦିନ
ଯଦି ଦେଲା ସିଏ ଧୋକା ତୁ ବଞ୍ଚୁଥା ରେ ଏକା
ଭାବିଦବୁ ସିଏ ଥିଲା ତୋ ପାଇଁ ମରିଚିକା
ପ୍ରେମ ଦୁନିଆରେ ତୋର ନାହିଁରେ ଜାଗା
ଏକା ରହିବାରେ ସାଙ୍ଗ ମଜା ଅଲଗା
ଏକା ରହିବାରେ ସାଙ୍ଗ ମଜା ଅଲଗା
ଏକା ରହିବାରେ ସାଙ୍ଗ ମଜା ଅଲଗା
ଏକା ରହିବାରେ ସାଙ୍ଗ ମଜା ଅଲଗା

°•. Second Line .•°

ମିଠା ମିଠା କଥା କହି ମନ ଲୁଟି ନବ
ଅଳପ ହସେଇ ସିଏ ନିତି କନ୍ଦେଇବ
ନିଜ ଆଖି ଲୁହ ନିଜେ ପୋଛି ପାରିବୁନି
ସେ ଲୁହ ବି କାହାକୁ ରେ ଦେଖେଇ ହବନି
ହୃଦୟରେ ରହି ସିଏ ତୋତେ ନିତି ଜଳେଇବ
ତାକୁ ଭୁଲିଯାଇ ତୋତେ ଦିନ କାଟିବାକୁ ହବ
କାହିଁକି ତୁ ହବୁ କହ ଏତେ ଅଭାଗା
ଏକା ରହିବାରେ ସାଙ୍ଗ ମଜା ଅଲଗା
ଏକା ରହିବାରେ ସାଙ୍ଗ ମଜା ଅଲଗା
ଏକା ରହିବାରେ ସାଙ୍ଗ ମଜା ଅଲଗା
ଏକା ରହିବାରେ ସାଙ୍ଗ ମଜା ଅଲଗା

°•. Third Line .•°

ସ୍ୱପ୍ନଟିଏ ଥିଲା ସିଏ ତୋ ମନକୁ କହି
ମିଛରେ ହସିବୁ ସାଙ୍ଗ ଆଇନାକୁ ଚାହିଁ
କାନ୍ଦିବାକୁ ଇଛା ହେଲେ ଲୁଚିକି କାନ୍ଦିବୁ
ପରିବୁ ଯଦି ତୁ ସାଙ୍ଗ ମିଛରେ ହସିବୁ
ସେ ମିଛ ହସ ତାକୁ ତୋ ମନୁ ଭୁଲେଇବ
ସେଇ କଳଙ୍କିତ ଜାଗା ସିଏ ଖାଲି କରିଦବ
ତା ସ୍ମୃତିକୁ କରିବୁ ତୁ ତୋଠୁ ଅଲଗା
ଏକା ରହିବାରେ ସାଙ୍ଗ ମଜା ଅଲଗା
ଏକା ରହିବାରେ ସାଙ୍ଗ ମଜା ଅଲଗା
ଏକା ରହିବାରେ ସାଙ୍ଗ ମଜା ଅଲଗା
ଏକା ରହିବାରେ ସାଙ୍ଗ ମଜା ଅଲଗା
ଏକା ରହିବାରେ ସାଙ୍ଗ ମଜା ଅଲଗା

°•. End .•°

Posted By – OdiaLyrics.Com™

Post Comment