Khojuchi Tate Lo Mo Dunia
Song » Khojuchi Tate Lo Mo Dunia •
Singer » Humane Sagar •
Music » Manas Kumar •
Lyrics » Sunil Maharana •
Khojuchi Tate Lo Mo Dunia Lyrics In Odia
°•. First Line .•°
ଆ ଫରିଆ ଫେରିଆ ମୋ ପ୍ରିୟା
ଆ ଫରିଆ ଫେରିଆ ମୋ ପ୍ରିୟା
ତୋତେ କେତେ ଝୁରେ ଏ ମନ
ମନେପଡେ ସେ ପଛଦିନ
କଉଠି ଅଛୁ ଚାଲିଆ…ଆ…
ଖୋଜୁଚି ତୋତେ ଲୋ ମୋ ଦୁନିଆ
ଖୋଜୁଚି ମୋ ଦୁନିଆ
ଖୋଜୁଚି ତୋତେ ଲୋ ମୋ ଦୁନିଆ
ଖୋଜୁଚି ମୋ ଦୁନିଆ
°•. Second Line .•°
ଟିକେ ଭୁଲ୍ ପାଇଁ ଗଲୁ ତୁ ଦୁରେଇ
ବୁଝିଲୁନି ପ୍ରିୟା ମୋ ମନ କଥା
ଭାବିଲୁନି କେବେ ତୋ ବିନା ମୁଁ ଏକା
କେମିତି ବଞ୍ଚିବି ତୁ ଗଲାପରେ
କେମିତି ଲୋ ହୃଦୟ ତୋର
ହେଇଗଲା ଏତେ ନିଷ୍ଠୁର
ଭୁଲିଗଲୁ ତୁ ଲୋ ପ୍ରିୟା
ଖୋଜୁଚି ତୋତେ ଲୋ ମୋ ଦୁନିଆ
ଖୋଜୁଚି ମୋ ଦୁନିଆ
ଖୋଜୁଚି ତୋତେ ଲୋ ମୋ ଦୁନିଆ
ଖୋଜୁଚି ମୋ ଦୁନିଆ
°•. Third Line .•°
ସ୍ୱାର୍ଥରଖି ମନେ ଭଲ ମୁଁ ପାଇନି
ଦେଇନି ଲୋ ସାଥି ତୋତେ କେବେ ଧୋକା
କାହିଁକି ତୁ ଆଜି ହେଲୁ ସ୍ୱାର୍ଥପର
ଅଧାବାଟେ ମୋତେ କରିଦେଲୁ ଏକା
ଥରେ ଖାଲି ବୁଝିଯା ମୋତେ
ଏ ଜୀବନ ଦେବି ଲୋ ତୋତେ
ପାଖେ ପାଖେ ତୁ ରହିଥା…ଆ…
ଖୋଜୁଚି ତୋତେ ଲୋ ମୋ ଦୁନିଆ
ଖୋଜୁଚି ମୋ ଦୁନିଆ
ଖୋଜୁଚି ତୋତେ ଲୋ ମୋ ଦୁନିଆ
ଖୋଜୁଚି ମୋ ଦୁନିଆ
ଖୋଜୁଚି ତୋତେ ଲୋ ମୋ ଦୁନିଆ
ଖୋଜୁଚି ମୋ ଦୁନିଆ
ଖୋଜୁଚି ତୋତେ ଲୋ ମୋ ଦୁନିଆ
ଖୋଜୁଚି ମୋ ଦୁନିଆ
°•. End .•°
Posted By – OdiaLyrics.Com™
Post Comment