Munha Munhi Dekha Hele
Song » Munha Munhi Dekha Hele •
Singer » Humane Sagar •
Singer » Pragyan Hota •
Music » Sagar Pradhan •
Lyrics » Puspak Parida •
Munha Munhi Dekha Hele Lyrics In Odia
°•. First Line .•°
ପୁ – ପ୍ରେମ ଚଇତାଳି ବୋହିଲା କି ଆଉ
ତମ ସାଥେ ଥରେ ଭେଟ ହଉ ହଉ
ପ୍ରେମ ଚଇତାଳି ବୋହିଲା କି ଆଉ
ତମ ସାଥେ ଥରେ ଭେଟ ହଉ ହଉ
ଝି – କିଏ ଜାଣିଥିଲା ହବ ଏମିତି ଦିନେ
ଘଡିକି ଘଡି ତ ଖାଲି ପଡିବ ମନେ
କିଏ ଜାଣିଥିଲା ହବ ଏମିତି ଦିନେ
ଘଡିକି ଘଡି ତ ଖାଲି ପଡିବ ମନେ
ଏଇଠି କଉଠି ଲାଗୁଚ ତମେ ଅଛ
ପୁ – ମୁହାଁ ମୁହିଁ ଦେଖା ହେଲେ ମୁହଁ ପୋତି ଦଉଚ
କିଛି ଦୂର ଗଲେ କାଇଁ ବୁଲି ବୁଲି ଚାହୁଁଚ
ଝି – ମୁହାଁ ମୁହିଁ ଦେଖା ହେଲେ ଇସାରା ରେ କହୁଚ
ଗୋଟେ ବୋଲି ମନ ମୋର ଦହଲେଇ ଦଉଚ
°•. Second Line .•°
ପୁ – ଦେହରେ ଦେହ ବାଜିଚି କି ନାଇଁ
କେମିତି କୁହ ଗଲରେ ଲାଜେଇ
ସଫା ସଫା କହିବ କି ମୋତେ
ତମକୁ ଭଲ ଲାଗେ ମୁଁ କେତେ
ଝି – ଦୂରରୁ ଲାଗେ ଯାଅ ତମେ ଛୁଇଁ
ପଛରୁ ଆସି ଅଖି ବୁଜିଦେଇ
ଆକାଶରେ ତାରା ନାହିଁ ସେତେ
ତମେ ମୋତେ ଭଲ ଲାଗ ଯେତେ
ପୁ – ପାପୁଲିରେ ଚକା ଜହ୍ନଁ ମୁହଁ ତମର
ତୋଳି ଧରିବାକୁ ଇଛା ଥରେ ଦି ଥର
ପାପୁଲିରେ ଚକା ଜହ୍ନଁ ମୁହଁ ତମର
ତୋଳି ଧରିବାକୁ ଇଛା ଥରେ ଦି ଥର
ଥରୁଟେ ଦେଖାରେ କାହିଁ ମୋଠୁ ଲୁଚ
ମୁହାଁ ମୁହିଁ ଦେଖା ହେଲେ ମୁହଁ ପୋତି ଦଉଚ
କିଛି ଦୂର ଗଲେ କାଇଁ ବୁଲି ବୁଲି ଚାହୁଁଚ
ଝି – ମୁହାଁ ମୁହିଁ ଦେଖା ହେଲେ ଇସାରା ରେ କହୁଚ
ଗୋଟେ ବୋଲି ମନ ମୋର ଦହଲେଇ ଦଉଚ
°•. Third Line .•°
ଝି – ମୁହଁରେ ତ ନକିହିଲେ କିଛି
ତଥାପି ବୁଝିତ ପାରୁଚି
ତମର ଏ ଭାବ ଦିଆ ନିଆ
ମୋ ପାଇଁ ଅନୁଭବ ନୂଆଁ
ପୁ – ହସରେ ହୀରା ଦିଅ ତମେ ବିଞ୍ଚି
ଏବେ ମୋତେ ଖବର ମିଳିଚି
ଏତେ ଭଲ ଭଲ ଜମା ନୁହଁ
ଲାଗିଗଲେ ଛାଡିବନି ମୋହ
ଝି – ଆଖି ଠାରୁ ବେଶି ବୋଧେ ମନ ଗଲା ଚିହ୍ନିଁ
ତମ ବିନା ଭଲ କାଇଁ କେହିବି ଲାଗୁନି
ଆଖି ଠାରୁ ବେଶି ବୋଧେ ମନ ଗଲା ଚିହ୍ନିଁ
ତମ ବିନା ଭଲ କାଇଁ କେହିବି ଲାଗୁନି
ଯଉଠି ଦେଖିଲେ ସେଇଠି ତମେ ଅଛ
ପୁ – ମୁହାଁ ମୁହିଁ ଦେଖା ହେଲେ ମୁହଁ ପୋତି ଦଉଚ
କିଛି ଦୂର ଗଲେ କାଇଁ ବୁଲି ବୁଲି ଚାହୁଁଚ
ଝି – ମୁହାଁ ମୁହିଁ ଦେଖା ହେଲେ ଇସାରା ରେ କହୁଚ
ଗୋଟେ ବୋଲି ମନ ମୋର ଦହଲେଇ ଦଉଚ
°•. End .•°
Posted By – OdiaLyrics.Com™
Post Comment