Pheri Aasa Tame

Song » Pheri Aasa Tame •
Singer » Humane Sagar •
Music » S.S Prasad •
Lyrics » Siban Swain •

Pheri Aasa Tame Lyrics In Odia

°•. First Line .•°

ତୁମ ପରିଚୟ ରେ ମୁଁ ଆଜି ବାଟ ଚାଲୁଚି
ଶିଖେଇଲ ତଥାପି ବି ଅଧା ବାକି ରହିଚି
ତୁମ ପରିଚୟ ରେ ମୁଁ ଆଜି ବାଟ ଚାଲୁଚି
ଶିଖେଇଲ ତଥାପି ବି ଅଧା ବାକି ରହିଚି
ଅଧା ଗଢା ହେଇ ତୁମ ବାଟ ଚାହିଁଚି
ଫେରିଆସ ତମେ ଫେରିଆସ
ଫେରିଆସ ତମେ ଫେରିଆସ
ଫେରିଆସ ତମେ ଫେରିଆସ
ଫେରିଆସ ତମେ ଫେରିଆସ

°•. Second Line .•°

ଦିଗହରା ପକ୍ଷୀଟିକୁ କାଇଁ ଜାଗା ଦେଲ
କଥା ଦେଇ ଫେରିବାର ବାଟ ଭୁଲିଗଲ
ଲେଖୁ ଲେଖୁ ଲେଖା ମୋର ଅଧା ରହିଯାଏ
ଭାବୁ ଭାବୁ ଭାବନାରୁ ଶବ୍ଦ ସରିଯାଏ
ଆଖି ପାହାନ୍ତା ରୁ ସ୍ୱପ୍ନ ଦୁରେଇ ଯାଏ
ଫେରିଆସ ତମେ ଫେରିଆସ
ଫେରିଆସ ତମେ ଫେରିଆସ
ଫେରିଆସ ତମେ ଫେରିଆସ
ଫେରିଆସ ତମେ ଫେରିଆସ

°•. Third Line .•°

ଏତେ ଭଲ ମଣିଷଟେ କାଇଁ ତୁମେ ହେଲ
ଜିଇଁବାର ପ୍ରତିପାଦେ ସ୍ମୃତି ଢାଳିଦେଲ
ଜୀବନର ଦୋ ଛକିରେ ଚାହିଁଚି ମୁଁ ବସି
କେବେ ତୁମ ସ୍ପର୍ଶ ପାଇ ଫେରିବ ମୋ ଖୁସି
ପାଦତଳୁ ଆଜି ମାଟି ଯାଉଚି ଖସି
ଫେରିଆସ ତମେ ଫେରିଆସ
ଫେରିଆସ ତମେ ଫେରିଆସ
ଫେରିଆସ ତମେ ଫେରିଆସ
ଫେରିଆସ ତମେ ଫେରିଆସ

°•. End .•°

Posted By – OdiaLyrics.Com™

Post Comment