Tate Khuda Thu Anibi Chhadei
Song » Tate Khuda Thu Anibi Chhadei •
Singer » Humane Sagar •
Singer » Arpita Choudhury •
Music » Chinmay Dash – Bibhun •
Lyrics » Biku Babu •
Tate Khuda Thu Anibi Chhadei Lyrics In Odia
°•. First Line .•°
ପୁ – ଅଦିନ ରେ ଅବେଳ ରେ ଦେଖା ଯେବେ ହେଲା ରେ
କିଛି କିଛି ହେଇଗଲା ଏଇ ଛାତି ଭିତରେ
ଝି – ତୋ ନଖରା ତୋ ଇସାରା କଲା ମୋତେ ବେକାବୁ
ସମୟ ମୋ କଟିଯାଏ ତୋ କଥା ଭାବୁ ଭାବୁ
ପୁ – ପ୍ରେମ ପାଇଁ ବିଶ୍ୱାସ ଯେମିତି ଜରୁରୀ
ତୁ ମୋ ପାଇଁ ସେମିତି ନିହାନ୍ତି ଜରୁରୀ
ତୋତେ କିବା ଛାଡି ମୁଁ ରହି ପାରିବି
ତୋତେ ଖୁଦା ଠୁ ଆଣିବି ଛଡେଇ…ଛଡେଇ…ଛଡେଇ
ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
ଝି – ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
°•. Second Line .•°
ଝି – କେମିତି ସଞ୍ଜଗ ଇଏ ଜାଣି ଜମା ହୁଏନା
କ୍ଷଣିକ ନଦେଖିଲେ ଭଲ ଯେ ଲାଗେନା
ପୁ – ଗଢିଚି ବିଧାତା ତୋତେ ଏତେ ଭଲ କେମିତି
ଲାଗେ ତୋ ପାଖେ ନିଶ୍ୱାସ ଅଟକିଚି ଯେମିତି
ଝି – ବରଗଛ ହେଲେ ତୁ ମୁଁ ତା ପତ୍ର ଟିଏ
ବର୍ଷା ଟୋପା ହେଲେ ତୁ ମୁଁ ଚାତକ ଟିଏ
ଛାଇ ହେଇ ତୋ ଉପରେ ରହିଥିବି
ତୋତେ ଖୁଦା ଠୁ ଆଣିବି ଛଡେଇ…ଛଡେଇ…
ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
ପୁ – ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
°•. Third Line .•°
ପୁ – ଆସିଲୁ ଜୀବନେ ମୋର ସାଜି ଉଡା ଚଢେଇ
ତୋତେ କହ ମୁଁ କେମିତି ପାରିବି ବା ଉଡେଇ
ଝି – ପ୍ରେମର ରଙ୍ଗରେ ମୋତେ ଦେଲୁ ଯେବେ ଭିଜେଇ
ତୋ ପାଇଁ ହୃଦୟେ ଜାଗା ରଖିଚି ମୁଁ ସଜେଇ
ପୁ – ଲାଗୁଚୁ ତୁ ଇନ୍ଦ୍ରଧନୁ ରାଜ କୁମାରୀ
ଲାଜେ ଲାଜେ ଚାହିଁଦେଲେ ଯାଏ ମୁଁ ମରି
ତୋ ବିନା ଏକା କି ମୁଁ ରହି ପାରିବି
ତୋତେ ଖୁଦା ଠୁ ଆଣିବି ଛଡେଇ…ଛଡେଇ…ଛଡେଇ
ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
ଝି – ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
ତୋତେ ଖୁଦା ଠୁ ଆଣିବି ଛଡେଇ ତୁ ଯେତେ ଦୁରେ ଥିଲେବି
°•. End .•°
Posted By – OdiaLyrics.Com™