Galar Lali
Song » Galar Lali •
Singer » Humane Sagar •
Singer » Archana Padhi •
Music » JN Padma •
Lyrics » Dilip Singh •
Galar Lali Lyrics In Odia
°•. First Line .•°
ପୁ – ତୋର୍ ଚିକି ମିକିଆ ଚେହେରା ଲୋ ଝିଲିମିଲି
ତୋର୍ ପ୍ୟାର୍ ଭରା ଆଖିୟାନ୍ ନିଲି ନିଲି
ଝି – ମୋତେ ନାଇଁ ପକା ନଜର୍ ଏତେ ମୁଇଁ ଚମ୍ପାକଲି
ମୋର୍ ମହନି ଲାଗିଗଲେ ରେ ହେବୁ ଭାଲି
ପୁ – ତୋର୍ ଗାଲି ଶୁନି ଲାଗ୍’ସି ମୋତେ ମସ୍ତ୍ ମସ୍ତ୍
ତୋର୍ ଗୁସା ବାଲା ଚାହାଣୀ ରେ ଜରବଦସ୍ତ
ଏ ମୋର୍ ଗୁଲାପି ଗାଲି
ପାଗଲ୍ ମୋତେ ପାଗଲ୍
ମୋତେ ପାଗଲ୍ କରିଚେ ତୋର୍ ଗାଲର୍ ଲାଲି
ଝି – ତୋତେ ପାଗଲ୍ କଲାନ ମୋର୍ ଗାଲର୍ ଲାଲି
°•. Second Line .•°
ପୁ – ଚାଲିଗଲେ ରାନୀ ରେ
ମୋର୍ ମନ୍’କେ ଦେସୁ ଚାହାଲି
ଦେଖ୍ ଟିକେ ତୁଇ ପ୍ୟାର୍ ସେ ମୋତେ ଲୋ
ନାଇଁ ଯା ଦିଲ୍’କେ ଜାଲି
ଝି – ପ୍ୟାର୍ ହେଲାନ କାଏଁ ତୋତେ
ପ୍ୟାର୍ ସେ ଦେଖୁଚୁ ମୋତେ
ତୋର୍ ବଦ୍’ମାସି ନାଇଁ ଚଲେ ବାବୁ
ନିଜ୍’କେ ଭାବୁ ହିରୋ କେତେ
ପୁ – ତୋର୍ ପ୍ୟାର୍ ମୋତେ କରୁଛେ ରେ ଛଟ୍ ପଟ୍
ତୁଇ ନାଇ କର୍’ନ ଆରୁ ଏତେ ବକ୍ ବକ୍
ଆରେ ଗୁସା ବାଲି
ପାଗଲ୍ ମୋତେ ପାଗଲ୍
ମୋତେ ପାଗଲ୍ କରିଚେ ତୋର୍ ଗାଲର୍ ଲାଲି
ଝି – ତୋତେ ପାଗଲ୍ କଲାନ ମୋର୍ ଗାଲର୍ ଲାଲି
°•. Third Line .•°
ଝି – ଆଖି ତୁଇ ମିଶାଲା ଦିନୁ
ମୋତେ ବି ନିଜର୍ ଲାଗୁଛୁ
ତୋର୍ ନଖ୍’ରାଥି ପ୍ୟାର୍ ଭରି ଅଛେ
ଧିରେ ଧିରେ ଦିଲ୍ ଚୁରଉଛୁ
ପୁ – ଚାନ୍ଦ ଲେଖେଁ ଚମ୍’କୁଛୁ
ଲାଗୁଚୁ ସରଗ୍ ପରୀ
ତୋର୍ ପାଖେ ଅଛେ ଇ ମୋର୍ ମନ
ଅରେ ମୋର୍ ମନ୍ ମୟୁରୀ
ଝି – ମୋତେ ଆଉ ତୋତେ ହେଲା ଲଭ୍ ରୋଗ୍
ଇ କଥାକେ ପର୍ସନାଲ୍ ତୁଇ ରଖ୍
ନାଇଁ ହେଲେ ଖାଏବୁ ଗାଲି
ପାଗଲ୍ ଓରେ ପାଗଲ୍
ତୋତେ ପାଗଲ୍ କଲାନ ମୋର୍ ଗାଲର୍ ଲାଲି
ପୁ – ମୋତେ ପାଗଲ୍ କରିଚେ ତୋର୍ ଗାଲର୍ ଲାଲି
°•. End .•°
Posted By – OdiaLyrics.Com™