Badali Gala Mo Premika

Song » Badali Gala Mo Premika •
Singer » S Jitu •
Music » Santosh Kumar •
Lyrics » Santosh Kumar •

Badali Gala Mo Premika Lyrics In Odia

°•. First Line .•°

ମିଛେ ଆସି କାନ୍ଦୁଥିଲା ପାଖରେ ମୋ ବସି
କହୁଥିଲା ତୁମ ବିନା ପାରିବିନି ବଞ୍ଚି
ମିଛେ ଆସି କାନ୍ଦୁଥିଲା ପାଖରେ ମୋ ବସି
କହୁଥିଲା ତୁମ ବିନା ପାରିବିନି ବଞ୍ଚି
ଏତେ ମିଛ ଅଭିନୟ
ଝରିଯାଏ ଖାଲି ଲୁହ
ଭାବିଦେଲେ ଭାବିଦେଲେ ତାରି କଥା
ନୂଆ ପାଇଲା ପରେ ବଦଳି ଗଲା ମୋ ପ୍ରେମିକା
ନୂଆ ପାଇଲା ପରେ ବଦଳି ଗଲା ମୋ ପ୍ରେମିକା

°•. Second Line .•°

ଖୁସିରେ ତାକୁ ଦେଖିବି ବୋଲି
ନିଜକୁ ମୁଁ କେତେଥର ଦେଇଚି ବିକି
ଏତେ ପରେବି ବୁଝିଲା ନାହିଁ
ଚାଲିଗଲା ଆଉ କାହା ସାଥେ କେମିତି
କହିଥିଲା ରାଣ ଖାଇ
ହାତ ମୋ ଛାଡିବ ନାହିଁ
ହେଲେ ଆଜି କରିଦେଲା ସେ ମୋତେ ଏକା
ନୂଆ ପାଇଲା ପରେ ବଦଳି ଗଲା ମୋ ପ୍ରେମିକା
ନୂଆ ପାଇଲା ପରେ ବଦଳି ଗଲା ମୋ ପ୍ରେମିକା

°•. Third Line .•°

ଗୋଟିଏ କଥା ଶିଖେଇ ଦେଲା
ସ୍ୱାର୍ଥପର ଦୁନିଆ ଟା ସ୍ୱାର୍ଥପର
ଯାହାକୁ ବେଶି ପାଇବୁ ଭଲ
ବିଶ୍ୱାସ ରେ ଦେଇଯିବ ସିଏ ଜହର
ଯେତେ ବୁଝେଇଲେ କାଇଁ
ମନ ଜମା ବୁଝୁନାହିଁ
କାହିଁକି ମୁଁ ଭାବେ ଖାଲି ତାରି କଥା
ନୂଆ ପାଇଲା ପରେ ବଦଳି ଗଲା ମୋ ପ୍ରେମିକା
ନୂଆ ପାଇଲା ପରେ ବଦଳି ଗଲା ମୋ ପ୍ରେମିକା
ନୂଆ ପାଇଲା ପରେ ବଦଳି ଗଲା ମୋ ପ୍ରେମିକା
ନୂଆ ପାଇଲା ପରେ ବଦଳି ଗଲା ମୋ ପ୍ରେମିକା

°•. End .•°

Posted By – OdiaLyrics.Com™