Jaluchi Mo Prema Jui

Song » Jaluchi Mo Prema Jui •
Singer » S Jitu •
Music » Kr Pintu •
Lyrics » Kr Pintu •

Jaluchi Mo Prema Jui Lyrics In Odia

°•. First Line .•°

ମୁଁ ସହି ପାରିବିନି ତୋ ଛଳନା ଦେଖି
ମୁଁ ରହି ପାରିବିନି ତୋ ବାହାନା ଦେଖି
ମୁଁ ସହି ପାରିବିନି ତୋ ଛଳନା ଦେଖି
ମୁଁ ରହି ପାରିବିନି ତୋ ବାହାନା ଦେଖି
ଭାବି ନଥିଲି ମୁଁ ସ୍ୱପ୍ନରେ
ବଦଳି ଯିବୁ ତୁ ସତରେ
ଛାଡିଦେଲୁ ମୋ ହାତ ଭରସା ଦେଇ
ହସୁଚୁ ତୁ ଜଳୁଚି ମୋ ପ୍ରେମ ଜୁଇ
ତୋ ବିନା ମୋ ଆଖିରେ ଲୁହର ନଈ
ହସୁଚୁ ତୁ ଜଳୁଚି ମୋ ପ୍ରେମ ଜୁଇ
ତୋ ବିନା ମୋ ଆଖିରେ ଲୁହର ନଈ

°•. Second Line .•°

ଏକା ବାଟୋଇ ଟେ ଥିଲି ମୋ ବାଟରେ
କାଇଁ ଆସି ଧରିଲୁ ମୋ ହାତ
ଚାଲିବାକୁ କହି ମୋତେ ମୋ ସାଥିରେ
ଅଧା ବାଟେ କରିଲୁ କପଟ
ତୋ ପାଇଁ ସିନା ପ୍ରେମ ଗୋଟେ ସଢେଇ ଖେଳ
ସେଥିପାଇଁ ବୋଧେ କରିଦେଲୁ ମୋତେ ତୁ ପର
ଭାଙ୍ଗିଦେଲୁ ସପନ ସାହାରା ହେଇ
ହସୁଚୁ ତୁ ଜଳୁଚି ମୋ ପ୍ରେମ ଜୁଇ
ତୋ ବିନା ମୋ ଆଖିରେ ଲୁହର ନଈ
ହସୁଚୁ ତୁ ଜଳୁଚି ମୋ ପ୍ରେମ ଜୁଇ
ତୋ ବିନା ମୋ ଆଖିରେ ଲୁହର ନଈ

°•. Third Line .•°

ଏମିତି ଦିନ ଟେ ନାହିଁ ତୋ ସପନ
ଦେଖିନି ଲୋ ଏ ନିରିହ ଆଖି
କେମିତି ଲୋ ବୁଝେଇବି ମୋ ମନକୁ
ଥିଲୁ ତୁ ଗୋଟେ ଉଡନ୍ତା ପକ୍ଷୀ
ସ୍ୱାର୍ଥ ଟିକେ ପାଇଁ ସିନା ତୁ ବଦଳି ଗଲୁ
ବିଶ୍ୱାସ ର ବତି ଘରେ ମୋତେ ପାଉଁଶ କଲୁ
ତୋ ମିଛ ପସା ପାଲି ରେ ହାରି ମୁଁ ଗଲି
ହସୁଚୁ ତୁ ଜଳୁଚି ମୋ ପ୍ରେମ ଜୁଇ
ତୋ ବିନା ମୋ ଆଖିରେ ଲୁହର ନଈ
ହସୁଚୁ ତୁ ଜଳୁଚି ମୋ ପ୍ରେମ ଜୁଇ
ତୋ ବିନା ମୋ ଆଖିରେ ଲୁହର ନଈ

°•. End .•°

Posted By – OdiaLyrics.Com™