Dil Diwana

Song » Dil Diwana •
Singer » S Jitu •
Singer » Soujanya Ratha •
Music » Kartik Kumar •
Lyrics » Ramakanta Das •

Dil Diwana Lyrics In English

Dil Diwana Lyrics In Odia

°•. First Line .•°

ପୁ – ଧିରେ ଧିରେ ମନ ଚୋରି କରିଲୁ
ଝି – କଥାରେ କଥାରେ ନିଜର କଲୁ
ପୁ – ଧିରେ ଧିରେ ମନ ଚୋରି କରିଲୁ
ନିଜର ନିଜର ଭାରି ଲାଗିଲୁ
ଯେବେଠାରୁ ଦେଖା ହେଲୁ
ଦିଲ୍ ମୋ ଦିୱାନା କଲୁ
ଦିଲ୍ ମୋ ଦିୱାନା କଲୁ
ଝି – କଥାରେ କଥାରେ ନିଜର କଲୁ
ପ୍ରେମ ବାଟେ ପାଦ ଖସେଇ ଦେଲୁ
ଯେବେଠାରୁ ଦେଖା ହେଲୁ
ଦିଲ୍ ମୋ ଦିୱାନି କଲୁ
ଦିଲ୍ ମୋ ଦିୱାନି କଲୁ

°•. Second Line .•°

ପୁ – ଆଖିରେ ଆଖି ମିଶେଇ ଦେଲୁ
ଲାଗିଲା ପ୍ରେମ ଝଟ୍କା ଝଟ୍କା ଝଟ୍କା
ଝି – କଥାରେ କଥା ମ୍ୟାଚ୍ କଲା
ମନଟା ହେଲା ହାଲା ହାଲା ହାଲା
ପୁ – ଅଦିନ ରେ ଖୁସି ବରଷି ଗଲା
ମନର ଠିକଣା ବଦଳି ଗଲା
ଅଦିନ ରେ ଖୁସି ବରଷି ଗଲା
ମନର ଠିକଣା ବଦଳି ଗଲା
ଯେବେଠାରୁ ଦେଖା ହେଲୁ
ଦିଲ୍ ମୋ ଦିୱାନା କଲୁ
ଝି – ଦିଲ୍ ମୋ ଦିୱାନି କଲୁ

°•. Third Line .•°

ଝି – ପାଉଁଜୀ ଗାଏ ଝୁମୁକା କହେ
ତୋ କଥା ମୋ କାନେ କାନେ କାନେ
ପୁ – ସପନ ରେ ତୁ ଭାବନା ରେ ତୁ
ରହିଚୁ ତୁ ମୋ ମନେ ମନେ ମନେ
ଝି – ତୁ ଭଲ ବୋଲି ଭଲ ପାଇଲି
ତୋ ନାଁ ରେ ପ୍ରେମ ଲେଖି ମୁଁ ଦେଲି
ତୁ ଭଲ ବୋଲି ଭଲ ପାଇଲି
ତୋ ନାଁ ରେ ପ୍ରେମ ଲେଖି ମୁଁ ଦେଲି
ଯେବେଠାରୁ ଦେଖା ହେଲୁ
ଦିଲ୍ ମୋ ଦିୱାନି କଲୁ
ଦିଲ୍ ମୋ ଦିୱାନି କଲୁ
ପୁ – ଆରେ ଦିଲ୍ ମୋ ଦିୱାନା କଲୁ
ଦିଲ୍ ମୋ ଦିୱାନା କଲୁ

°•. End .•°

Posted By – OdiaLyrics.Com™