Nali Bindi

Song » Nali Bindi •
Singer » Abinash Dash •
Singer » Arpita Choudhury •
Music » Sambit Kumar Mohanty •
Lyrics » Sambit Kumar Mohanty •

Nali Bindi Lyrics In Odia

°•. First Line .•°

ପୁ – ତୋ ମଥାର ସେଇ ହାଏ ନାଲି ବିନ୍ଦି
ମୋତେ କରିଚି ହାଏ ତୋ ପ୍ରେମେ ବନ୍ଦି
ତୋ ମଥାର ସେଇ ହାଏ ନାଲି ବିନ୍ଦି
ମୋତେ କରିଚି ହାଏ ତୋ ପ୍ରେମେ ବନ୍ଦି
ଝି – ତୋ ମନର ସେଇ ହାଏ ଚୋରା ପ୍ରୀତି
ମୋତେ ତୋ ଆଡକୁ ହଁ ନଉଚି ଡାକି
ପୁ – ଗୋଟେ ଇସାରା ରେ ତୋର
ପାଗଳ ଏ ମନ ମୋର
ଗୋଟେ ଇସାରା ରେ ତୋର
ପାଗଳ ଏ ମନ ମୋର
ତୋ ଆଡକୁ କାହିଁକି ସେ ଟାଣି ହଉଚି
ଲାଗେ ମୋ ମନ ଏବେ ତୋ ପ୍ରେମେ ପଡିଚି
ତୋ ଭିତରେ ମୋ ପ୍ରେମକୁ ମୁଁ ଖୋଜି ପାଇଚି
ଝି – ଲାଗେ ମୋ ମନ ଏବେ ତୋ ପ୍ରେମେ ପଡିଚି
ତୋ ଭିତରେ ମୋ ପ୍ରେମକୁ ମୁଁ ଖୋଜି ପାଇଚି

°•. Second Line .•°

ପୁ – ଯେବେ ଆସିଯାଉ ତୁ ମୋ ହୃଦୟ ଗାଁ କୁ
ଚାରିଆଡେ ଶୁଣେ ଖାଲି ତୋରି ନାଆଁ ମୁଁ
ଯେବେ ଆସିଯାଉ ତୁ ମୋ ହୃଦୟ ଗାଁ କୁ
ଚାରିଆଡେ ଶୁଣେ ଖାଲି ତୋରି ନାଆଁ ମୁଁ
ଝି – ତୋତେ ଦେଖିଦେଲେ ମନ ଆପେ ନାଚିଯାଏ
ନଦେଖିଲେ ତୋତେ ପାଗଳ ସେ ହେଇଯାଏ
ପୁ – ତୋ ହୃଦୟରେ ଚାହେଁ କିଣିବାକୁ ଗୋଟେ ଜାଗା
ତୋ ହୃଦୟରେ ଚାହେଁ କିଣିବାକୁ ଗୋଟେ ଜାଗା
ରହିବାକୁ ସେଇଠି ମନ ଇଛା କରିଚି
ଲାଗେ ମୋ ମନ ଏବେ ତୋ ପ୍ରେମେ ପଡିଚି
ତୋ ଭିତରେ ମୋ ପ୍ରେମକୁ ମୁଁ ଖୋଜି ପାଇଚି
ଝି – ଲାଗେ ମୋ ମନ ଏବେ ତୋ ପ୍ରେମେ ପଡିଚି
ତୋ ଭିତରେ ମୋ ପ୍ରେମକୁ ମୁଁ ଖୋଜି ପାଇଚି

°•. Third Line .•°

ଝି – ଏବେ ଏବେ ମନ ମୋର ଲାଜେଇ ଯାଉଚି
ନାଲି ବିନ୍ଦି ବଦଳେ ସେ ସିନ୍ଦୁର ଚାହୁଁଚି
ଏବେ ଏବେ ମନ ମୋର ଲାଜେଇ ଯାଉଚି
ନାଲି ବିନ୍ଦି ବଦଳେ ସେ ସିନ୍ଦୁର ଚାହୁଁଚି
ପୁ – ଖୁସିରେ ମୋ ମନ ହାଏ ଅପକ୍ଷା କରିଚି
ତୋ ପାଟିରୁ ହଁ ଶୁଣିବାକୁ ସେ ଚାହୁଁଚି
ଝି – ମେଘ ସବାରି ତୁ ନେଇ କେବେ ଆସିବୁ ମୋ ପାଇଁ
ମେଘ ସବାରି ତୁ ନେଇ କେବେ ଆସିବୁ ମୋ ପାଇଁ
ରାଣୀ କରି କେବେ ନେବୁ ଚାହିଁ ବସିଚି
ଲାଗେ ମୋ ମନ ଏବେ ତୋ ପ୍ରେମେ ପଡିଚି
ତୋ ଭିତରେ ମୋ ପ୍ରେମକୁ ମୁଁ ଖୋଜି ପାଇଚି
ପୁ – ଲାଗେ ମୋ ମନ ଏବେ ତୋ ପ୍ରେମେ ପଡିଚି
ତୋ ଭିତରେ ମୋ ପ୍ରେମକୁ ମୁଁ ଖୋଜି ପାଇଚି

°•. End .•°

Posted By – OdiaLyrics.Com™

Post Comment